Physical Address
Sai Samarpanam, Satya Vihar, Bhubaneswar
ଉପସ୍ଥାପନା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ: ~ ଇଏ କୋଉ ଅସିଆ କାଳର ମସିଆ କଥା ! ଆମ ଓଡ଼ିଆ ଘରର ଝିଅ ବାହାଘର ! ଝିଅ ବିଦା ହବ ! ଏ ଯାଏଁ ବଢ଼ିଆସିଥିବା ଗୋଟେ ଆପଣାର ପରିବେଶ, ଅନ୍ତରଙ୍ଗ ଆସରକୁ ପରକରି ଚାଲିଯିବ ଝିଅ ! ସବୁ ଅଳିଅର୍ଦ୍ଦଳି, ଅଭିଯୋଗ ଶୁଣୁଥିବା,…
ଲେଖା: ଶୁଭ ରଞ୍ଜନ ପୃଷ୍ଟି ~ ଆମ ଲୋକସାହିତ୍ୟ ~ “ଆ ଜହ୍ନ ମାମୁଁ ଶରଦଶଶୀ ମୋ କୁନା ହାତରେ ପଡ଼ ତୁ ଖସି . . “, ମା’ର ପିଲାକୁ କୋଳରେ ଝୁଲେଇ ଜହ୍ନ ଦେଖେଇ ଖୋଇଦେବାର ଦୃଶ୍ୟ ! ଆହା ! ଏଥିରେ ମା’ର ମମତା ଯେତିକି ପରିଦୃଶ୍ୟ, ଜହ୍ନକୁ ନେଇ ତାର…
ଲେଖା: ଶୁଭରଞ୍ଜନ ପୃଷ୍ଟି ~ ଆମ ଲୋକସାହିତ୍ୟ ~ (ଭାଗ ୩) “ନଣନ୍ଦ ଗୋରୀ, ଚଉ ପାହାରୀ ବସିଥାଏ ପାଆ ଭାଗେ, ଟିକିନିଖି କରି ଫୋଡ଼ି ଦେଉଥାଏ ଭାଇ ଘଇତାର ଆଗେ !” ଇସ ! କି ଅବାଗିଆ କଥାଗୁଡ଼ା ! ! ସାଧାରଣତଃ ଏଇଭଳି ଘୃଣାଭରା ମନ୍ତବ୍ୟ ମିଳେ ଆମ ଶିକ୍ଷିତ ଓଡ଼ିଆଙ୍କ ଠାରୁ…
ଗବେଷଣା ଓ ଉପସ୍ଥାପନା: ଡ. ସୁରେନ୍ଦ୍ର କୁମାର ମହାରଣା ~ ଆମ ଲୋକସାହିତ୍ୟ ~ (ଭାଗ ୨) ଆମେ ଜାଣୁ ଆମ ଲୋକସାହିତ୍ୟ ଅବା ଲୋକଗୀତର ରଚୟିତା ଜଣେ ନୁହେଁ, ଅଗଣିତ । ପୁଣି ଏହା କୌଣସି ଏକ ନିର୍ଦ୍ଦିଷ୍ଟ ଦଳ ବା ସମ୍ପ୍ରଦାୟର ନୁହେଁ । ଏହା ଅନେକ ଗ୍ରାମ୍ୟ ଅଶିକ୍ଷିତ ଜନତାଙ୍କ ବିଚକ୍ଷଣ…
ଗବେଷଣା ଓ ଲେଖା: ଡ. ସୁରେନ୍ଦ୍ର କୁମାର ମହାରଣା ~ ଆମ ଲୋକସାହିତ୍ୟ ~ ଓଡ଼ିଆ ଭାଷାରେ ବିଧିବଦ୍ଧ ସାହିତ୍ୟ ଲିଖିତ ହେବାର ବହୁପୂର୍ବରୁ #ଢଗଢ଼ମାଳି, ନୀତିବଚନ, #କାନ୍ଦଣା, #କୃଷକଗୀତ, #ଦୋଳିଗୀତି, ନାନା ପ୍ରକାର #ଲୋକକାହାଣୀ ଇତ୍ୟାଦି ଲୋକମୁଖରେ ପ୍ରଚଳିତ ହୋଇ ଆସୁଥିବାରୁ ଏସବୁକୁ ମୌଖିକ ସାହିତ୍ୟ, କଥିତ ସାହିତ୍ୟ ବା #ଲୋକସାହିତ୍ୟ ଭାବରେ ଗ୍ରହଣ…
ଲେଖା: ଶିଶିର ସାହୁ ମନୋଜ ଆମ ଲୋକସାହିତ୍ୟର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଆମ ଢଗଢମାଳି । “ଚାନ୍ଦରେ କଳଙ୍କ ସୂରୁଜ ଖୁଣଲୋ ଦରିଆ ପାଣିତ ଲୁଣିଆ କିଏ ଅକଳଙ୍କୀ ରହିଛି ଏଡେଲୋ ହୋଇକି ଅନ୍ଧାରକଣିଆ ।” ଚନ୍ଦ୍ର ଶୀତଳତା ପ୍ରଦାନ କରେ, କିନ୍ତୁ ତା’ ଦେହରେ ଦାଗ। ସୂର୍ଯ୍ୟ ବିନା ଜୀବଜଗତ ତିଷ୍ଠିବା ଅସମ୍ଭବ।…