Tag ରାଉରକେଲା

ରାଉରକେଲା

ଲେଖା: ଶିଶିର ସାହୁ ମନୋଜ ‘ରାଉରକେଲା’ ନଗରର ନାମକରଣକୁ ନେଇ ଅନେକ ମତ ରହିଛି । ● କିଛି ଉତ୍ତର ଭାରତୀୟ ଲୋକ ହିନ୍ଦୀଭାଷାର ‛କେଲା’ ଶବ୍ଦ ସହିତ ‛ରାଉର’ ଶବ୍ଦ ଯୋଡ଼ି ହୋଇ ‛ରାଉରକେଲା’ ନାମକରଣ ହୋଇଥିଵା ମତ ଦିଅନ୍ତି । ● କିଛି ଲୋକ କୁହନ୍ତି ବୋଧହୁଏ ଏହା ରାହୁର କିଲ୍ଳା ଵା…