Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ବନ୍ଧନ ଦଳେଇ ~ ଘୋଷଯାତ୍ରା ~ ଉତ୍କଳ ଜନଜୀବନର ପ୍ରାଣକେନ୍ଦ୍ର ହେଉଛନ୍ତି ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥ ହେଉଛନ୍ତି ଉତ୍କଳୀୟ ସାମାଜିକ, ସାଂସ୍କତିକ ତଥା ଆଧ୍ୟାତ୍ମିକ ଜନପ୍ରାଣୀଙ୍କର ଧ୍ରୁବତାରା। ଆଷାଢ ଶୁକ୍ଲ ଦ୍ୱିତୀୟା ହେଉଛି ପବିତ୍ର ଦିନ ସବୁବର୍ଷ ଏହି ଶୁଭ ଲଗ୍ନରେ ନୀଳାଚଳ ଧାମ ଶ୍ରୀକ୍ଷେତ୍ରରେ ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା (#ରଥଯାତ୍ରା) ପାଇଁ ବହୁ ପ୍ରସ୍ତୁତି ପର୍ଯ୍ୟାୟକ୍ରମେ ହୋଇଥାଏ। ଶ୍ରୀମନ୍ଦିର…
ଉପସ୍ଥାପନା: ପ୍ରଦୀପ କୁମାର ମହାନ୍ତି ~ ପରମ ତୀର୍ଥକ୍ଷେତ୍ର ପୁରୀ ~ ପୁରୀ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ଶଙ୍ଖକ୍ଷେତ୍ର ନାମରେ ଖ୍ୟାତ। ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ହେଉଛନ୍ତି ଏହି କ୍ଷେତ୍ରର କେନ୍ଦ୍ର ଓ ମୁଖ୍ୟ । ଏହି କ୍ଷେତ୍ରରେ ଚାରିଗୋଟି ଆଶ୍ରମ ବା ଚତୁଃଶ୍ରମ, ପାଞ୍ଚଗୋଟି ତୀର୍ଥ ବା ପଞ୍ଚତୀର୍ଥ, ସାତଗୋଟି ବଟବୃକ୍ଷ ବା…
ଲେଖା: ବନ୍ଧନ ଦଳେଇ ଆଷାଢ ମାସ ଶୁକ୍ଲ ଦ୍ୱିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ମହୋତ୍ସବକୁ ଦର୍ଶନ କଲେ ଭକ୍ତଜନଙ୍କ ସାତକୋଟି ପାପରାଶି ନଷ୍ଟ ହୁଏ। ସ୍କନ୍ଧ ପୁରାଣ ଅନୁଯାୟୀ ଶ୍ରୀକ୍ଷେତ୍ର #ନୃସିଂହ_କ୍ଷେତ୍ର ନାମରେ ପରିଚିତ। ପୁରୁଷୋତ୍ତମଙ୍କ ଉପସ୍ଥିତି ଯୋଗୁଁ #ଶ୍ରୀକ୍ଷେତ୍ର ସର୍ବୋତ୍ତମ କ୍ଷେତ୍ର ଭାବେ ପରିଚିତ ଓ #ମର୍ତ୍ତ୍ୟବୈକୁଣ୍ଠ ନାମରେ ବିଦିତ। ଶ୍ରୀଜଗନ୍ନାଥ,…
ଲେଖା: ଦେଵ ତ୍ରିପାଠୀ ଆମ ଭାରତବର୍ଷର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣାଞ୍ଚଳର ପ୍ରାଣକେନ୍ଦ୍ର ରୂପେ ଚତୁର୍ଧାମର ପରିକଳ୍ପନା ଯେପରି ପ୍ରେରଣାପ୍ରଦ, ସେପରି ଭୌଗୋଳିକ ଅବସ୍ଥିତି ନେଇ ବଡ ବୈଚିତ୍ର୍ୟପୂର୍ଣ୍ଣ । ଉତ୍ତରରେ ହିମାଦ୍ରି ଶିଖରରେ ବଦ୍ରିଧାମ, ଅନ୍ୟ ତିନୋଟି ଧାମ – ଦ୍ଵାରକା, ରାମେଶ୍ୱର ଓ ଶ୍ରୀକ୍ଷେତ୍ର ସମୁଦ୍ର ଉପକଣ୍ଠରେ । ନୀଳସମୁଦ୍ର ଏବଂ ତୁଷାରାବୃତ…
ଲେଖା: ବନ୍ଧନ ଦଳାଇ ପ୍ରାଚୀନ ପୁରାଣ ଶାସ୍ତ୍ରାଦିରେ ଉଲ୍ଲେଖ ଅଛି ଯେ, ସମଗ୍ର ପୃଥିବୀରେ ଶ୍ରୀପୁରୁଷୋତ୍ତମ ସଦୃଶ ପୂଣ୍ୟ କ୍ଷେତ୍ର ବିରଳ। ଉତ୍କଳ ଭୂଖଣ୍ଡର ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅବସ୍ଥିତି ଯୋଗୁଁ ଏହି କ୍ଷେତ୍ର ଏକ ଆଧ୍ୟାତ୍ମିକ ତୀର୍ଥସ୍ଥଳୀ ଭାବେ ବିଶ୍ୱବ୍ରହ୍ମାଣ୍ଡରେ ସୁପରିଚିତ। ଏପରିକି ଦାରୁବ୍ରହ୍ମସ୍ୱରୁପୀ ଶ୍ରୀଜଗନ୍ନାଥଙ୍କ ଲୀଳାସ୍ଥଳୀ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ସର୍ବଜନାଦୃତ ହୋଇ ଅତ୍ୟନ୍ତ…
ଲେଖା: ଡାକ୍ତର କିଶୋର ବିଶ୍ୱଜିତ ଜେନା ରଥଯାତ୍ରା ଠାରୁ ୪ଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ ! ରଥଯାତ୍ରାରେ ଜଗନ୍ନାଥ ନିଜ ପତ୍ନୀଙ୍କୁ ଉପେକ୍ଷା କରି ନିଜର ଭାଇ ଓ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯିବାପରେ, ମହାଲକ୍ଷ୍ମୀ ରୋଷ ହୋଇ ଏହାର କାରଣ ପଚାରିବା ନିମନ୍ତେ ଏକ ସୁସଜ୍ଜିତ ପାଲିଙ୍କିରେ…
ଲେଖା: ବନ୍ଧନ ଦଳେଇ ~ ବାହୁଡ଼ା ଯାତ୍ରା ଓ ସୁନାବେଶ ~ ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ । ମହାପ୍ରଭୁ ରଥରେ ଗୁଣ୍ଡିଚାଘରୁ ବଡ଼ଦେଉଳକୁ ଫେରିବେ, ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା଼ ଯାତ୍ରା ଅବା #ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡରେ ଉଲ୍ଲେଖ ଅଛି – “ନବମ୍ୟା ବାସୟେଦ୍ଦେବାନ୍…
ଲେଖା: ଅମ୍ରିତେଶ ଖଟୁଆ “ଚକାଡୋଳା କିମ୍ପା ଡକା, କିମ୍ପା ଡକା ନ ଶୁଣ… ଡକାବଜା ପ୍ରଭୁ ଥକା ହୋଇ ବସି ବିକଶିଲ ତୁମ୍ଭେ ଏ କେଉଁ ଗୁଣ।” ସୁରମାଧୁରୀର ପଟାନ୍ତର ଏକ ହିଁ ଜଗନ୍ନାଥ… ବିଦଗ୍ଧକବି ଅଭିମନ୍ୟୁ ମଧ୍ୟ ଏହିପରି ମାନପୂର୍ବକ ଥର କହି ଦେଇଥିଲେ – “ଦୁଃଖୀ ଜଣାଇଲେ ଦୁଃଖ କେବେ ହେଁ ନୁହଁ…