Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ଦେଵ ତ୍ରିପାଠୀ ଆମ ଭାରତବର୍ଷର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣାଞ୍ଚଳର ପ୍ରାଣକେନ୍ଦ୍ର ରୂପେ ଚତୁର୍ଧାମର ପରିକଳ୍ପନା ଯେପରି ପ୍ରେରଣାପ୍ରଦ, ସେପରି ଭୌଗୋଳିକ ଅବସ୍ଥିତି ନେଇ ବଡ ବୈଚିତ୍ର୍ୟପୂର୍ଣ୍ଣ । ଉତ୍ତରରେ ହିମାଦ୍ରି ଶିଖରରେ ବଦ୍ରିଧାମ, ଅନ୍ୟ ତିନୋଟି ଧାମ – ଦ୍ଵାରକା, ରାମେଶ୍ୱର ଓ ଶ୍ରୀକ୍ଷେତ୍ର ସମୁଦ୍ର ଉପକଣ୍ଠରେ । ନୀଳସମୁଦ୍ର ଏବଂ ତୁଷାରାବୃତ…
ଲେଖା: ମିହିର ପଟ୍ଟନାୟକ ପଦ୍ମଫୁଲ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କ ଖୁବ ନିବିଡ। କେବଳ ସେଇଥି ପାଇଁ ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମ ସହ ତୁଳନା କରାଯାଏ । ଫୁଲମାନଙ୍କ ଭିତରେ କମଳ ବା ପଦ୍ମ ଶ୍ରେଷ୍ଠ ହୋଇଥିବାରୁ ପ୍ରଭୁଙ୍କୁ ବର୍ଷକୁ ଗୋଟିଏ ଥର ପଦ୍ମବେଶରେ ସଜ୍ଜିତ କରାଯାଏ। ସେଇ ରାତିରେ କାଳିଆ ଠାକୁରଙ୍କ ନିତ୍ୟ…
ଲେଖା: ବିଶ୍ୱରଞ୍ଜନ ମହାପାତ୍ର ~ ଶ୍ରୀଜିଉଙ୍କର ନବାଙ୍କବେଶ ~ ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହୁଏ । ଉକ୍ତ ଦିନ ସନ୍ଧ୍ୟା ଆଳତି ବେଶରେ ମାଳଚୂଳମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁରମାନଙ୍କୁ ଲାଗି କରାଯାଇଥାଏ । ଉକ୍ତ ଦିନ…
ଲେଖା: ଋଷିରାଜ ପଟ୍ଟନାୟକ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ସେବାୟତ ପୁରୀର ନୁହନ୍ତି। ଯେମିତି ପୁରୀ ବାହାରେ ରହିଛନ୍ତି ବଡ଼ଠାକୁରଙ୍କ ଘଣ୍ଟସେବକ । ସମଗ୍ର ଭଟ୍ଟିମୁଣ୍ଡା ହେଉଛି ସେବକମାନଙ୍କ ଆସ୍ଥାନ। ବର୍ଷସାରା ଶାଳରେ କଂସା-ବାସନ ତିଆରି କରି ଏମାନେ ବିକ୍ରୟ କରିଥା’ନ୍ତି । ଓଡ଼ିଶାର ଏକାଧିକ ଗ୍ରାମ ଯଥା – କଣ୍ଟିଲୋ, ରେମୁଣା, ଭୁବନ ଓ ତରଭା ଆଦି…
ଲେଖା: ମିହିର ପଟ୍ଟନାୟକ ଶ୍ରୀମନ୍ଦିରରେ ଅନୁଷ୍ଠିତ ଶ୍ରୀଜୀଉମାନଙ୍କ ବିଶେଷ ବେଶ ମଧ୍ୟରେ ଶ୍ରୀ ବଳଭଦ୍ରଙ୍କୁ ନେଇ ୨ଟି ବେଶ ପରିକଳ୍ପନା କରାଯାଇଛି। ଭାଦ୍ରବ ମାସରେ ପ୍ରଳମ୍ବାସୁର ବଧ ବେଶ ଭଳି କାର୍ତ୍ତିକ ମାସରେ ହରିହର ବେଶରେ ସଜ୍ଜିତ ହୁଅନ୍ତି ବଡ଼ଠାକୁର ଶ୍ରୀ ବଳଭଦ୍ର। କାର୍ତ୍ତିକ ମାସରେ ହେଉଥିବା ନୀତି ରାଧାଦାମୋଦର ବେଶ ଭଳି ପ୍ରାୟତଃ ଦିଶୁଥିବା…