Tag ରଜ

ରଜମଉଜ

ଲେଖା: ଉତ୍ପଳ ପତି ରଜମଉଜ ! ରଜପର୍ବର ନିଆରା ମଉଜ ! ରଜ ମୁଖ୍ୟତଃ ୩ ଦିନ ପାଳିତ ହେବା ସହ ପ୍ରଥମ ରଜର ପୂର୍ବଦିନ ଓ ଶେଷରଜର ପରଦିନ ମଧ୍ୟ ଏହି ପର୍ବ ପାଳିତ ହୋଇଥାଏ। ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦର ଅବସର ଏହି ରଜପର୍ବ। ରଜମଉଜ କେବଳ ଏହି…

ରଜ

ଲେଖା: ଅକ୍ଷୟ ଓଝା ପାଚିଲା ପଣସ ବାସ୍ନାରୁ ରଜ ଆସେ । ବାଡ଼ି ଆମ୍ବବଗିଚାର ଶେଷ ଫଳ ବେଳକୁ ରଜ ଆସେ । ଗାଆଁର ବାତାବରଣରେ ଏକ ରଜମଉଜର ହାୱା ବହିଯାଏ । ରଜ ଆସୁଛି ଝୁଲଣରେ । ବୁଢ଼ାଠୁ ପିଲା ଯାଏ ରଜ ପାଇଁ ମାତିଉଠନ୍ତି । ପଲ୍ଲୀରେ ଆନନ୍ଦ ଖେଳିଯାଏ କେଇଦିନ ପାଇଁ।…

ରଜ ପରା

ରଚନା: ତରୁଣ ରଥ                       ୧             *** ୨୦ ଅଛି, ୨୧ ଅଛି, ବାଇଶି.. କ’ଣ ଏଇନେ ଆସୁଛ, ଭଲ ଜିନିଷ କ’ଣ ସବୁ ଆଣିଥିବ, ‘ଭାଇ ମୋ ପାଇଁ ଜାଗାଟେ ରଖିଥା’ ଲୁଙ୍ଗିଟା ପାଲଟି ଆସୁଛି’। ଭାଇ ଆସିଲା ବେଳେ ପାନ ଚାରିଟା ଆଣିବ। ବରଗଛ ଚାନ୍ଦିନୀରେ ଜମି ଉଠିଛି ତାସ୍…

ଝୋଟିଚିତା

ଲେଖା: ଦେଵ ତ୍ରିପାଠୀ ଇଏ କୋଉ ଅସିଆ କାଳର ମସିଆ କଥା । ବାହାଘର ହବ । ଗାଁ ଟା ଯାକ ଲୋକଙ୍କ ଖୁସି କାହିଁରେ କ’ଣ ! ମୁରବିମାନେ ଲାଗିପଡିଥିବେ ଯେଝା କାମରେ । ଘର ଗୋଟାକ ନୂଆ ଦୁଶୁଥିବ ! ବରକନ୍ୟାଙ୍କ ମଙ୍ଗୁଳାଘରେ ମଙ୍ଗନକୃତ୍ୟ ଦିନ ବିବାହ ବିଷୟକ ଚିତ୍ରସବୁ ଅଙ୍କାଯିବ !…

ରଜ

ଲେଖା: ଶିଶିର ସାହୁ ମନୋଜ ଆଜିକାଲି ରଜ ଶବ୍ଦର ଭାଵନାତ୍ମକ ଵ୍ଯାଖ୍ଯା କରାଯାଉଛି । ର+ଜ=ରଜ *‘ର’ ର ଅର୍ଥ ସଂସାର, *‘ଜ’ ର ଅର୍ଥ ଯୋଚିଵା ତେବେ ଏଭଳି ଶହ ଶହ ଵ୍ଯାଖ୍ଯା କରାଯାଇପାରେ, ଯଥା: *‘ର’ ର ଅର୍ଥ ରଚନା *‘ଜ’ ର ଅର୍ଥ ଜଳ କିନ୍ତୁ ଶବ୍ଦର ଏଭଳି ଵ୍ଯାଖ୍ଯା ଯେତେ…