Physical Address
Sai Samarpanam, Satya Vihar, Bhubaneswar
ଲେଖା: ତ୍ରିଲୋଚନ ସ୍ୱାଇଁ ~ ଦୌଡ଼େଶ୍ୱର ମହାଦେବ ମନ୍ଦିର ~ ଅପରୂପା ପ୍ରକୃତି ସଦା ସ୍ୱୟଂସମ୍ପୂର୍ଣ୍ଣା ଆଉ ବିଚିତ୍ର ତା’ର ରୂପଲାବଣ୍ୟ l ମେଘ ମେଦୁର ଆକାଶ, ବର୍ଷାଭିଜା ମାଟିର ମହକ, ପାହାଡ଼ ବକ୍ଷକୁ ଛୁଇଁ ଛୁଇଁ ଯାଉଥିବା ଭଷା ବଉଦ ପୁଣି ଶୀତୁଆ ଅପରାହ୍ଣରେ ସବୁଜ ଚାଦର ଢାଙ୍କି ଶୋଇଥିବା ଧରଣୀ l ଏହିଭଳି…
ଲେଖା: ରବୀନ୍ଦ୍ର କୁମାର ରଣା ନବମ ଶତାବ୍ଦୀରେ କେଶରୀ ବଂଶୀୟ ରାଜାମାନଙ୍କ ଦ୍ୱାରା ନିର୍ମିତ ପ୍ରାଚୀନ ଦୌଡେଶ୍ୱର ମହାଦେବ ମନ୍ଦିରଟି ବ୍ରାହ୍ମଣୀ ନଦୀ କୂଳରେ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଅବସ୍ଥିତ । ମନ୍ଦିରର ଇତିହାସ ସମ୍ପର୍କରେ ଏତେ କିଛି ପ୍ରାମାଣିକ ତଥ୍ୟ ନ ମିଳିଲେ ମଧ୍ୟ ମନ୍ଦିରର ଗଠନ ଶୈଳୀ ଓ ସ୍ଥାନୀୟ ଲୋକଙ୍କ…
~ ମହିମା ଧର୍ମ ~ ଉପସ୍ଥାପନା: ଅମୃତେଶ ଖଟୁଆ “ସତ୍ୟରେ ମରିବି ସତ୍ୟରେ ତରିବି, ଏହି ଆଜ୍ଞା ମତେ ହେଉ। କହେ ଭୀମଭୋଇ ଏ ମର୍ତ୍ତ୍ୟମଣ୍ଡଳେ, ଯଶ ଅପଯଶ ରହୁ।।” ( ସ୍ତୁତି ଚିନ୍ତାମଣି, ସନ୍ଥକବି ଭୀମଭୋଇ ) “ଜଗତ ଭଗତ ଜନ ଆସ ଲୋଡ଼ିବା ପ୍ରଭୁଙ୍କୁ ଶ୍ରୀପୁରୁଷୋତ୍ତମେ ଜାଣ, ଥିଲେ ଯେଉଁ ନାରାୟଣ ସେ…