Tag ମୁକୁନ୍ଦଦେବ

ନବତଳ ପ୍ରାସାଦ

ଲେଖା: ରୁଦ୍ର ନାରାୟଣ ସାହୁ ~ ନବତଳ ପ୍ରାସାଦ ବାରବାଟୀ ଦୁର୍ଗ ~ ବାରବାଟୀ ଦୁର୍ଗ ମଧ୍ୟରେ ରାଜା ମୁକୁନ୍ଦଦେବ ଗୋଟିଏ ପ୍ରକାଣ୍ଡ ନବତଳ ପ୍ରାସାଦ ନିର୍ମାଣ କରାଇ ତହିଁରେ ବାସ କରୁଥିଲେ ଏବଂ ଆଶ୍ଚର୍ଯ୍ୟର କଥା ଏହା ଯେ ପ୍ରାସାଦଟି ଏଡ଼େ ପ୍ରକାଣ୍ଡ ଏବଂ ତାହା ପୁଣି ଧଳାମୁଗୁନି ପଥରରେ ନିର୍ମିତ ହୋଇଥିଲା ।…

ରଘୁନାଥଜୀଉ

ଲେଖା: ଦେଵ ତ୍ରିପାଠୀ ଅଢ଼େଇ ହଜାର ବର୍ଷର ନଗର ଏଇ କଟକ । ଏଠାକାର ବାଲି, ଗୋଡ଼ି ମାଟିରେ ରହିଛି ଇତିହାସର ମହକ । ସେଥିପାଇଁ ତ ଓଡ଼ିଶା ମାଟିର ଗାରିମାର କଥା ପଢ଼ିବାକୁ ହେଲେ ସର୍ବାଗ୍ରେ ଆସେ ଐତିହ୍ୟ ନଗରୀ କଟକର ଇତିହାସ ! ମହାନଗରୀରେ ଥିବା ଅନେକ ପ୍ରାଚୀନ ମନ୍ଦିର ମଧ୍ୟରୁ ଦେବୋତ୍ତର…

ପଣ୍ଡିତ ଗୋଦାବରୀଶ ମିଶ୍ର

ଲେଖା: ଦେଵ ତ୍ରିପାଠୀ “ଭଲ କରି ନାଆ ବୁହାରେ ନାଉରୀ  ଝିଅକୁ ମାଡ଼ୁଛି ଡ଼ର,  ଏତେ କାଳେ ଜାଇ ନାଆରେ ବସୁଛି ଯିବ ବୋଲି ଶାଶୁଘର II” ଆଦ୍ୟ କୈଶୋର ସମୟକୁ ଫେରାଇ ନେଉଥିବା ଏପରି ମରମଛୁଆଁ ପଦାବଳୀ ତଥା ଓଡ଼ିଆ ସାହିତ୍ୟର ପ୍ରଥମ କ୍ଲାସିକ ସ୍ତରୀୟ ଗାଥାକବିତା “କାଳିଜାଇ”ର ରଚୟିତା, ସତ୍ୟବାଦୀ ବକୁଳ ବନର…

 ରଥିପୁର ଗଡ଼

ଲେଖା: ଦେଵ ତ୍ରିପାଠୀ ଉତ୍କଳୀୟମାନଙ୍କ ବୀରତ୍ୱର ମୂକସାକ୍ଷୀ ରଥିପୁର ଗଡ଼ । ଗଙ୍ଗ ଓ ଗଜପତି ରାଜତ୍ୱର ଗୌରବମୟ ଇତିହାସ ବିସ୍ମୃତି ଗର୍ଭରେ ଲୀନ ହୋଇଯାଇଥିଲେ ମଧ୍ୟ ଓଡ଼ିଶାର ବିଶାଳ ଭୂଖଣ୍ଡ ଏବେ ବି ଅନେକ ପୁରାତନ ଗଡ଼ ଓ କଟକମାନଙ୍କୁ ଧାରଣ କରି ପ୍ରାଚୀନ ଉତ୍କଳୀୟମାନଙ୍କ ବୀରତ୍ୱର ମୂକସାକ୍ଷୀ ରୂପେ ଦଣ୍ଡାୟମାନ । ଗଜପତି…

ଗୋହିରାଟିକିରି

ଲେଖା: ଦେଵ ତ୍ରିପାଠୀ ଐତିହାସିକ ନଗର ଯାଜପୁରର ଅନତିଦୂରର ପବିତ୍ର ବୈତରଣୀ ନଦୀ । ନଦୀ ଅପରପାର୍ଶ୍ବରେ ସେଇ ଗୋହିରାଟିକିରି ଗାଁ’ଟି ସିନା ଓଡ଼ିଶା ମାନଚିତ୍ରରେ ଏକ ସାଧାରଣ ରାଜସ୍ୱ ଗ୍ରାମ ଭାବେ ପରିଚିତ, କିନ୍ତୁ ଏ ରାଇଜର ଐତିହାସିକଗଣ ସେ ଗ୍ରାମକୁ ଦେଇଛନ୍ତି ଏକ ଅତୂଲ୍ୟ ସ୍ଥାନ, ଓଡ଼ିଶା ଇତିହାସରେ ! ଯୋଡ଼ହସ୍ତରେ ପ୍ରଣାମ…