Physical Address
Sai Samarpanam, Satya Vihar, Bhubaneswar

ଉପସ୍ଥାପନା: ନିରଞ୍ଜନ ସାହୁ ~ ମୁଁ ଓଡ଼ିଆରେ କାହିଁକି ଲେଖିବି ~ ସବୁ ଦେଶର ଲେଖକ-ଜାତି ଦରିଦ୍ର ! Suffering is the badge of our tribe! ଲାଞ୍ଛନା ଆମ୍ଭମାନଙ୍କର ଲାଞ୍ଛନ । ଲାଞ୍ଛନା ଓ ଦୁଃଖ, ସାଧନା ଓ ଅନୁଭୂତିର ଜନନୀ ଓ ଧାତ୍ରୀ । ସାଧନା ଓ ଅନୁଭୂତି ସାହିତ୍ୟ-ସୃଷ୍ଟିର ମେରୁଦଣ୍ଡ…

ଉପସ୍ଥାପନା: ନିରଞ୍ଜନ ସାହୁ ~ ମୁଁ ଓଡ଼ିଆ ଜାତିକୁ ଭଲପାଏ ~ ଡ. ମାୟାଧର ମାନସିଂହ କେବଳ ଜଣେ ସଫଳ କାବ୍ୟ ସ୍ରଷ୍ଟା ନୁହନ୍ତି । ଓଡ଼ିଆ ସାହିତ୍ୟରେ ବିବିଧ ବିଭାଗରେ ଲେଖନୀ ଚାଳନା କରି ସାର୍ଥକତା ଲାଭ କରିଥିବା ଜଣେ ସୁପରିଚିତ ଓ ସୁପ୍ରତିଷ୍ଟିତ ଲେଖକ ଆମର ସର୍ବପୂଜ୍ୟ ଭାବରେ ବିଦିତ ଡ. ମାୟାଧର…

ସୌରଭିତ ସୃଷ୍ଟି: ଡ. ମାୟାଧର ମାନସିଂହ ମହାନ କବି ଡ. ମାୟାଧର ମାନସିଂହଙ୍କ ଅମଳିନ କବିତା କୋଣାର୍କ I ~ କୋଣାର୍କ ~ ହେ କୋଣାର୍କ ବିଗତ ଯୌବନା ମୌନ-ଦୁଃଖେ ସୈକତ ଶୟନା ତୋର ଏହି ଜୀର୍ଣ୍ଣ ଦେହେ ଅଦ୍ୟାପି ଗୋ ବିମୁଗ୍ଧ ନୟନେ ଚାହେଁ ବିଶ୍ୱ, କରୁଣାରେ ତେଜି ଅଶ୍ରୁ ତୋ ଦୁଃଖ-ଶୟନେ ଜଗତର…

ଲେଖା: ନିରଞ୍ଜନ ସାହୁ “ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ ନିସଙ୍ଗତା ପ୍ରତ୍ୟେକ ଜୀବନରେ ଆସେ – ଏହା ପ୍ରାୟ ସାର୍ବଜନୀନ । ତେବେ ପିତୃ-ମାତୃ-ଭ୍ରାତୃହୀନ ଏକ ନିସଙ୍ଗ ତରୁଣକୁ ଯେଉଁମାନେ ସଖ୍ୟଦାନ କରି ତାକୁ ଅନୁଗୃହୀତ କଲେ, ତାଙ୍କର ମହିମ୍ନ ସ୍ତବ ଗାଇବା ତା’ ପକ୍ଷରେ କି ବିଚିତ୍ର ବ୍ୟାପାର ?” (ଧୂପ…

ଲେଖା: ଦେଵ ତ୍ରିପାଠୀ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ! “ମୋତେ ଦୁନିଆଁ କହୁଛି ପାତକୀ ! ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି ବିଛୁଆତି ଅବା କେତକୀ ?” ଅଭିମାନଭରା ହୃଦୟରେ ଜୀବଦ୍ଦଶାରେ କେବେ ଲେଖିଥିଲେ ସେ ଏଇପଦକ ! ଜୀବନର ଶେଷ ସମୟ ଯାଏଁ ଏଇ ଆଶାରେ ସେ ଜୀଇଁ ଥିଲେ,…

~ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ~ ଲେଖା: ଅମୃତେଶ ଖଟୁଆ “ବାଆ ସିରିସିରି ବହିଲା ଅନା, ବାଆ ସିରିସିରି ବହିଲା, ଛାଇ ତଳେ ଦିହ ଶୀତେଇ ଉଠିଲା …

ସୌରଭିତ ସୃଷ୍ଟି: ପ୍ରେମିକକବି ଡ. ମାୟାଧର ମାନସିଂହ ଆଜି ଯଦି ଗୋପବନ୍ଧୁ ଥାଆନ୍ତେ ? ଆଜି ସତ୍ୟସାଧକ ଦେବାତ୍ମା ଗୋପବନ୍ଧୁ ଥିଲେ, ହୁଏତ ଜଣେ ନକ୍ସଲ ଭାବେ ଆମେ ତାଙ୍କୁ ଦେଖୁଥାଆନ୍ତୁ, ଆଜି ସମାଜରେ ଗୋପବନ୍ଧୁ ନିଜର ମାନମହତ ହରେଇଥାଆନ୍ତେ । ଏବେ ଏହା ଆମ ମନରେ ଏକ ପ୍ରଶ୍ନବାଚୀ । ଏହି କ୍ରମରେ ଓଡ଼ିଆଭାଷା…

ଲେଖା: ନିରଞ୍ଜନ ସାହୁ “ଏ ସମସ୍ତ ବୈଷ୍ଣବ କବିଙ୍କ ଭିତରେ କେବଳ ଗୋପାଳକୃଷ୍ଣଙ୍କ ରଚନାକୁ ଆସିଲେ ଆମେ ବାଧ୍ୟ ହୋଇ ଅନୁଭବ କରୁ ଯେ, ଆମେ ଏକ ଭାବପ୍ରବଣ ଓ ସ୍ପର୍ଶକାତର ଆତ୍ମା ନିକଟରେ ପହଞ୍ଚିଛୁ। ସେ ଏକ ମହତ ପ୍ରେମର ତୀବ୍ରତା ନିଜ ଜୀବନରେ ଅଙ୍ଗେ ନିଭେଇଥିଲେ। ଗୋପାଳକୃଷ୍ଣଙ୍କ ଗୀତାବଳୀରେ ରାଧା ଓ କୃଷ୍ଣ…

ଲେଖା: ରାଜେଶ୍ୱର ମହାନ୍ତି ପାରିକୁଦ (English: Parikud) ଚିଲିକା ହ୍ରଦ ମଧ୍ୟରେ ଥିବା ଏକ ଦ୍ୱୀପ । ଏହା କୃଷ୍ଣପ୍ରସାଦ ପଂଚାୟତ ସମିତିର ୯୬ଟି ମୌଜାକୁ ନେଇ ଗଠିତ । ଏହାର ଦୁଇ ପାର୍ଶ୍ୱରେ ଚିଲିକା ହ୍ରଦ ଓ ବଙ୍ଗୋପ ସାଗର ଅବସ୍ଥିତ । ଏହାର ପୂର୍ବ ପ୍ରାନ୍ତରେ ଚିଲିକା କୂଳରେ ଜହ୍ନିକୁଦା ଗ୍ରାମ ରହିଅଛି…