Physical Address
Sai Samarpanam, Satya Vihar, Bhubaneswar
ଲେଖା: ଦେଵ ତ୍ରିପାଠୀ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ! “ମୋତେ ଦୁନିଆଁ କହୁଛି ପାତକୀ ! ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି ବିଛୁଆତି ଅବା କେତକୀ ?” ଅଭିମାନଭରା ହୃଦୟରେ ଜୀବଦ୍ଦଶାରେ କେବେ ଲେଖିଥିଲେ ସେ ଏଇପଦକ ! ଜୀବନର ଶେଷ ସମୟ ଯାଏଁ ଏଇ ଆଶାରେ ସେ ଜୀଇଁ ଥିଲେ,…
ଲେଖା: ଦେଵ ତ୍ରିପାଠୀ ବିଂଶ ଶତାବ୍ଦୀରେ ଓଡ଼ିଶୀନୃତ୍ୟର ପ୍ରତିଷ୍ଠା, ପରିବ୍ୟାପ୍ତ ତଥା ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଇବାରେ ରହିଥିଲା ତାଙ୍କର ପ୍ରମୂଖ ଭୂମିକା । ଓଡିଶୀର ଆଦିଗୁରୁ ପଦ୍ମଶ୍ରୀ ପଙ୍କଜଚରଣ ଦାସଙ୍କ ରୋପିତ ମହାଦ୍ରୁମକୁ ସୁଦୃଢ, ସୁଦୃଶ୍ୟ, ପଲ୍ଲବିତ ଆଉ ବିକଶିତ କରାଇପାରିଥିଲେ ସେ । ଓଡିଶୀନୃତ୍ୟରେ ନବଜାଗରଣ ସୃଷ୍ଟି କରାଇ, ପ୍ରାୟ ୨୦୦ ଏକକ…
ଲେଖା: ବନ୍ଧନ ଦଳାଇ ପ୍ରାଚୀନ ପୁରାଣ ଶାସ୍ତ୍ରାଦିରେ ଉଲ୍ଲେଖ ଅଛି ଯେ, ସମଗ୍ର ପୃଥିବୀରେ ଶ୍ରୀପୁରୁଷୋତ୍ତମ ସଦୃଶ ପୂଣ୍ୟ କ୍ଷେତ୍ର ବିରଳ। ଉତ୍କଳ ଭୂଖଣ୍ଡର ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅବସ୍ଥିତି ଯୋଗୁଁ ଏହି କ୍ଷେତ୍ର ଏକ ଆଧ୍ୟାତ୍ମିକ ତୀର୍ଥସ୍ଥଳୀ ଭାବେ ବିଶ୍ୱବ୍ରହ୍ମାଣ୍ଡରେ ସୁପରିଚିତ। ଏପରିକି ଦାରୁବ୍ରହ୍ମସ୍ୱରୁପୀ ଶ୍ରୀଜଗନ୍ନାଥଙ୍କ ଲୀଳାସ୍ଥଳୀ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ସର୍ବଜନାଦୃତ ହୋଇ ଅତ୍ୟନ୍ତ…
ଲେଖା: ଦେଵ ତ୍ରିପାଠୀ ବଡ଼ଦେଉଳର ଦେବଦାସୀ ନୃତ୍ୟକୁ ନେଇ ସେ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି, ପୋତିଛନ୍ତି “ଓଡ଼ିଶୀ” ମହଦୃମର ବୀଜ I ଓଡ଼ିଶୀ ନୃତ୍ୟକୁ ନେଇ ସେ କରିଛନ୍ତି ବହୁ ପରୀକ୍ଷା ନିରୀକ୍ଷା I ଓଡ଼ିଶୀରେ ସେ ଆରମ୍ଭ କରିଛନ୍ତି ଦଶାବତାର “ଗ୍ଲାନିସଂହାର” ନାମରେ; ଓଡ଼ିଶୀ ନୃତ୍ୟରେ ସେ ପ୍ରଣୟନ କରିଛନ୍ତି “ଗତିବିଳାସ ପଲ୍ଲବୀ” ନାମକ…