Tag ମାଲକାନଗିରି

ବଡ଼ଯାତ୍ରା

ଲେଖା: ବିଷ୍ଣୁ ମୋହନ ଅଧିକାରୀ ମାଲକାନଗିରି ତଥା ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଦେବୀ ହେଉଛନ୍ତି ମା’ ମୁକ୍ତାହାରମୟୀ। ଲୋକମୁଖରେ ସେ ମୁତ୍ୟାଲୁ ମା’ ନାମରେ ପରିଚିତ। ଅଭିଭକ୍ତ କୋରାପୁଟ, ଛତିଶଗଡ଼ ଓ ଆନ୍ଧ୍ର ପୂର୍ବ ଗୋଦାବରୀ ଜିଲ୍ଲାରେ ସ୍ଥାନେ ସ୍ଥାନେ ମା’ ମୁତ୍ୟାଲୁଙ୍କ ମନ୍ଦିର ଦେଖାଯାଏ । ତେବେ ମାଲ୍ୟବନ୍ତଗିରି ହେଉଛି ମା’ ମୁତ୍ୟାଲୁଙ୍କ…

ମାଲକାନଗିରିର ନାମକରଣ

ଲେଖା: ଶିଶିର ସାହୁ ମନୋଜ ମାଲକାନଗିରିର ନାମକରଣ ବାବଦରେ ଅନେକ ମତବାଦ ପ୍ରଚଳନରେ ଅଛି । ମାଲକାନଗିରିକୁ ମାଲ୍ୟଵନ୍ତଗିରି, ମଲ୍ଲିକ-ମର୍ଦ୍ଦନ ଗିରି, ମଲ୍ଲିକାର୍ଜୁନଗିରି ମଧ୍ଯ କୁହାଯାଏ । ନାମଭେଦରେ ତେଣୁ ଏଠାରେ ନାନାଦି ମତ ପ୍ରଚଳିତ ରହିଛି । ★ମତଵାଦ ୧: ଵନଵାସ ସମୟରେ ଶ୍ରୀରାମଚନ୍ଦ୍ର ଏଠାରେ ଏକ ଶୁଭ୍ର-ଶିଵଲିଙ୍ଗ ସ୍ଥାପନ କରି ତାକୁ ମଲ୍ଲିଫୁଲ…