Tag ମହିମାମଣି ମନ୍ଦିର

ମହିମାମଣି ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ରଗଡ଼ି ଗ୍ରାମର ମହିମାମଣି ମନ୍ଦିର ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ଏକ ସୁନ୍ଦର ଦର୍ଶନୀୟ ସ୍ଥାନ। ଇତିହାସର ତଥ୍ୟ ଅନୁସାରେ ବାଙ୍କୀରେ ଧଳବଂଶୀୟ ରାଜାମାନେ ଓ ଶ୍ରୀଚନ୍ଦନ ବଂଶୀୟ ରାଜାମାନେ ଶାସନ କରୁଥିଲେ। ବଲଭଦ୍ର ଧଳଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥ ଶ୍ରୀଚନ୍ଦନଙ୍କ ପର୍ଯ୍ୟନ୍ତ ବାଙ୍କୀର…