Physical Address
Sai Samarpanam, Satya Vihar, Bhubaneswar
ଲେଖା: ବିଶ୍ୱଜିତ ବରାଳ ~ ଦଣ୍ଡନାଚ ~ ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ…
ଲେଖା: ଅରବିନ୍ଦ ମହାନ୍ତି ବର୍ଷର ପ୍ରଥମ ମାସ ବୈଶାଖ। ଏହା ଗ୍ରୀଷ୍ମ ଋତୁର ପ୍ରାରମ୍ଭ ମାସ ଅଟେ। ଚୈତ୍ର ପୂର୍ଣ୍ଣିମା ପରଠାରୁ ଏହା ଆରମ୍ଭ ହୋଇଥାଏ ଓ ଶେଷ ହୁଏ ଚନ୍ଦନ ପୂର୍ଣ୍ଣିମା ବା ବୈଶାଖ ପୂର୍ଣ୍ଣିମାରେ। ସନାତନ ଧର୍ମରେ ପ୍ରଚଳିତ ଚାରି ଗୋଟି ପବିତ୍ର ମାସ (ଆଷାଢ, କାର୍ତ୍ତିକ, ମାଘ, ବୈଶାଖ) ମଧ୍ୟରୁ ମଧ୍ୟ…
ଲେଖା: ନିରଞ୍ଜନ ସାହୁ ଅଷ୍ଟାଦଶ ଶତାବ୍ଦୀ ଥିଲା ଓଡ଼ିଆ କାବ୍ୟସାହିତ୍ୟର ଅପୂର୍ବ ଯୁଗ । ରୀତି ଓ ଗୀତିଯୁଗ ନାମରେ ନାମିତ ଏହି ଯୁଗରେ ଉତ୍କଳ ସାହିତ୍ୟାକାଶରେ ଆବିର୍ଭାବ ଘଟିଥିଲା ବହୁ ବିଶିଷ୍ଟ କବିମାନଙ୍କର। ଆମେ ଯେତେବେଳେ ସର୍ବାଗ୍ରେ ସ୍ମରଣ କରୁ କବିସମ୍ରାଟଙ୍କୁ, ସେତିକିବେଳେ ଅନ୍ୟାନ୍ୟ ପ୍ରତିଭାପୁଞ୍ଜ ଆମ ଦୃଷ୍ଟି ସମ୍ମୁଖରେ ଉଦଭାସିତ ହୋଇଉଠନ୍ତି, ଅଭିମନ୍ୟୁ,…
ଲେଖା: ଦେଵ ତ୍ରିପାଠୀ ଶକ୍ତି ଓ ଶିବଙ୍କର ଅପୂର୍ବ ମହାର୍ଘକ୍ଷେତ୍ର କଟକ ନଗରର ମଧ୍ୟସ୍ଥଳରେ ରହିଛି ବହୁ ପ୍ରାଚୀନ ଶୈବପୀଠ ଅମରେଶ୍ୱର ମନ୍ଦିର । ମନ୍ଦିରର ଅପରୂପ ସ୍ଥାପତ୍ୟ, ନିର୍ମାଣଶୈଳୀ ଓ ପରିପାଟିରୁ ଏହା ୧୨୦୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ସମୟର ପ୍ରାଚୀନ ବୋଲି ଅନୁମାନ କରାଯାଏ । ବହୁ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱର ଅଧିକାରୀ ସତ୍ତ୍ଵେ…
ଲେଖା: ଦେଵ ତ୍ରିପାଠୀ “ନ ମାଧବସମୋ ମାସ ନକୃତେନ ଯୁଗ ସମଂ, ନ ଚ ବେଦ ସମ ଶାସ୍ତ୍ରଂ ନ ତୀର୍ଥ ଗଙ୍ଗୟା ସମମ୍ II” ବୈଶାଖମାସ ଠାରୁ ମାସ ନାହିଁ, ସତ୍ୟଯୁଗ ଠାରୁ ଯୁଗ ନାହିଁ, ବେଦ ଠାରୁ ବଡ଼ ଶାସ୍ତ୍ର ନାହିଁ, ଗଙ୍ଗା ଠାରୁ ପୁଣ୍ୟ ନଦୀ ଏ ଧରଣୀପୃଷ୍ଠରେ ନାହିଁ ।…
ଲେଖା: ଦେଵ ତ୍ରିପାଠୀ ପୌଷର ଆକାଶ ଥାଏ ମେଘଶୂନ୍ୟ । ହସଖୁସିରେ ପୁଲକିତ ଚଷାଭାଇର ଧାନ ଅମଳ ଚାଲିଥାଏ । ମେରୀପୂଜା ସମ୍ପାଦିତ ହୁଏ । ଏହି ମହାର୍ଘ ବେଳାରେ ଆସେ ଧନୁସଙ୍କ୍ରାନ୍ତି, ଆଉ ଏହି ପର୍ବର ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ମେଲିଯାଏ ଧନୁମୁଆଁର ପସରା । ଅନ୍ୟ ସବୁ ମିଷ୍ଟାନ୍ନ ବିକ୍ରି ଫିକା ପଡିଯାଏ…