Tag ମଣିମା

ହରିହର ବେଶ

ଲେଖା: ମିହିର ପଟ୍ଟନାୟକ ଶ୍ରୀମନ୍ଦିରରେ ଅନୁଷ୍ଠିତ ଶ୍ରୀଜୀଉମାନଙ୍କ ବିଶେଷ ବେଶ ମଧ୍ୟରେ ଶ୍ରୀ ବଳଭଦ୍ରଙ୍କୁ ନେଇ ୨ଟି ବେଶ ପରିକଳ୍ପନା କରାଯାଇଛି। ଭାଦ୍ରବ ମାସରେ ପ୍ରଳମ୍ବାସୁର ବଧ ବେଶ ଭଳି କାର୍ତ୍ତିକ ମାସରେ ହରିହର ବେଶରେ ସଜ୍ଜିତ ହୁଅନ୍ତି ବଡ଼ଠାକୁର ଶ୍ରୀ ବଳଭଦ୍ର। କାର୍ତ୍ତିକ ମାସରେ ହେଉଥିବା ନୀତି ରାଧାଦାମୋଦର ବେଶ ଭଳି ପ୍ରାୟତଃ ଦିଶୁଥିବା…

ମହାପୁରୁଷ ଅଚ୍ୟୁତାନନ୍ଦ

ଲେଖା: ଦେଵ ତ୍ରିପାଠୀ ଭବିଷ୍ୟବାଣୀ କ୍ଷେତ୍ରରେ ନଷ୍ଟ୍ରାଡମସଙ୍କ ସ୍ଥାନ ବହୁ ଉଚ୍ଚରେ, ତାଙ୍କର ବାଣୀ ମାନ ବହୁସଂଖ୍ୟାରେ ସତ୍ୟ ପ୍ରମାଣିତ ହେବାର ପ୍ରବାଦ ଅଛି । ସେହିପରି ଆମ ରାଜ୍ୟରେ କଥାକଥାରେ ଦୃଷ୍ଟାନ୍ତ ଦିଆଯାଏ ମାଳିକାର । ସେହି ମାଳିକାର ସ୍ରଷ୍ଟା ଭାବେ ଦେବାଂଶୀ ସନ୍ଥ, ସିଦ୍ଧପୁରୁଷ ଅଚ୍ୟୁତାନନ୍ଦଙ୍କ ନାମ ସୁବିଦିତ । ଓଡ଼ିଆ ସାହିତ୍ୟ…

ଦିବ୍ୟନୀତି

ଲେଖା: ଦେଵ ତ୍ରିପାଠୀ ~ ଦିବ୍ୟନୀତି ୧ ~ ~ ମଙ୍ଗଳ ଆରତୀ ~ ସେବକମାନେ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିବା ପରେ ଦିଅଁ ଶୟନ କରିଥିବା ଖଟଶେଯ ଇତ୍ୟାଦିକୁ ‘ଖଟଶେଯ ମେକାପ’ ସେବକ ଶେଯଘରକୁ ନେଇଯା’ନ୍ତି । ଦିଅଁମାନଙ୍କର ଶଯ୍ୟାତ୍ୟାଗ ପରେ ହୁଏ ମଙ୍ଗଳ ଆଳତି । ମଙ୍ଗଳ ଆଳତିରେ ତିନୋଟି ରୂପାଥାଳିରେ କର୍ପୁର,…

ଗରୁଡ଼ ଉତ୍ଥାପନ

ଲେଖା: ମିହିର ପଟ୍ଟନାୟକ କାର୍ତ୍ତିକ ପଞ୍ଚୁକର ୨ୟ ଦିନକୁ କୁହାଯାଏ ଗରୁଡ଼ ଉତ୍ଥାପନ ଦ୍ୱାଦଶୀ। ପୂର୍ବଦିନ ଭଗବାନ ବିଷ୍ଣୁ ନିଦରୁ ଉଠିଲା ପରି ପରଦିନ ଗରୁଡ଼ ଉତ୍ଥାପନ ନୀତି ଶ୍ରୀମନ୍ଦିରରେ ପାଳିତ ହୋଇଥାଏ। ୪ମାସ ଧରି ଶୋଇଥିବା ଗରୁଡ ମଧ୍ୟ ନିଦ୍ରାରୁ ଉଠିଥାନ୍ତି। ବୁଝିପାରୁଛନ୍ତି ତ ! ଯେମିତି ଦିଅଁ, ସେମିତି ସେବକ। ଏହି ଭାବକୁ ଶ୍ରୀ…