Tag ଭାଗବତ ଟୁଙ୍ଗି

ଭାଗବତ ଟୁଙ୍ଗି

ଲେଖା: ଅକ୍ଷୟ ଓଝା ପରମ ଶାସ୍ତ୍ର ଭାଗବତ। ଅଭ୍ୟାସ କରୁଥିବ ନିତ୍ୟ।। ଆଗ କାଳରେ ପ୍ରତ୍ୟେକ ଗାଆଁରେ ଭାଗବତ ଟୁଙ୍ଗି ଥିଲା । ସଞ୍ଜ ନଇଁ ଆସିଲେ ଗାଆଁର ଝିଅ ବୋହୂମାନେ ଦୀପଟିଏ ଜାଳି ଦେଉଥିଲେ ଭାଗବତ ଘରେ । ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିଟିଏ କିମ୍ବା ତ୍ରୀମୂର୍ତ୍ତି ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି ପାଖରେ…

ଓଡ଼ିଆ ଭାଗବତ 

ଉପସ୍ଥାପନା: ଦେଵ ତ୍ରିପାଠୀ ଗଭୀର ବୈଷ୍ଣବତତ୍ତ୍ଵ ସମ୍ବଳିତ ଗ୍ରନ୍ଥ ଆମରି ଓଡ଼ିଆ ଭାଗବତ । ସମାଜରେ ସଂହତି, ସମନ୍ୱୟ ରକ୍ଷାରେ ଏହାଠାରୁ ବଳି ବଡ଼ ସାଧନ ଅତୀତ କାଳରେ କିଛି ନ ଥିଲା । ବ୍ୟାସଦେବକୃତ ସଂସ୍କୃତ ବ୍ୟତୀତ ପୂର୍ବରୁ ଅର୍ଥାତ୍ ଷୋଡ଼ଶଶତାବ୍ଦୀ ପୂର୍ବରୁ, ଅନ୍ୟଭାଷାରେ ଭାଗବତ ନ ଥିଲା । ସଂସ୍କୃତ ଭାଷାର ଭାଗବତ…

ଖାନନଗର

ଲେଖା: ଓଁ ଅଭିଜ୍ଞାନ ସାହୁ ବାଉନୁ ବଜ଼ାର ତେପନ ଗଳିର ସହର ହେଲା ଏଇ କଟକ । ଆଗରେ କ ପଛରେ କ । ଯିଏ ଏହାର ଭେଦ ପାଇଛି ସେ ବର୍ତ୍ତିଯାଇଛି । ଆଜିବି ବେଶି  ଇଂଲିଶ ଝାଡୁଥିବା ଲୋକଙ୍କୁ ରାସ୍ତାରେ ଦେଖିଲେ ଲୋକେ ଥଟ୍ଟାରେ କହନ୍ତି ସ୍ୱାଧୀନତା ପୂର୍ବରୁ ଏ ଇଂରେଜ କଟକ…

ଗୁରୁ ବିଶ୍ୱନାଥ ଦାଶ

ଲେଖା: ଦେଵ ତ୍ରିପାଠୀ ଆମ ମାଟିର ସଂସ୍କୃତି, ପରମ୍ପରା, ଲୋକକଳା ଆଦି ବୁଡି ଯାଉଥିବା ଦେଖି ଆମେ ଓଡ଼ିଆଏ ଯେ କେତେ ଛାତି ଫଟାଇ କାନ୍ଦିବାର ଅଭିନୟ କରୁ, ସଂସ୍କୃତିର ଦାହ ସଂସ୍କାର କରୁ କରୁ କୁମ୍ଭୀର ଲୁହ ଝରାଇ ନିଜ ଓଡ଼ିଆମିର ପରିଚୟ ଦେଉ ! ସଂସ୍କୃତି, ଐତିହ୍ୟକୁ ଅଣଦେଖା କରିବାର ଦୋଷଟି ସରକାର…