Tag ଭକ୍ତକବି ମଧୁସୂଦନ ରାଓ

ତୁହିମା ଜନମ ଭୂମି

ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ…

ଅଖିଳ ବ୍ରହ୍ମାଣ୍ଡପତି

ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଭକ୍ତକବି ମଧୁସୂଦନ ରାଓଙ୍କ ଅମଳିନ ସୃଷ୍ଟି ଏଇ କବିତା ‘ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ’ । ଏଠାରେ ଉଲ୍ଲେଖନୀୟ ଯେ, କଟକ ସହରର କାଜୀବଜାର ଠାରେ ଅବସ୍ଥିତ ଭକ୍ତମଧୁ ବିଦ୍ୟାପୀଠଅନୁଷ୍ଠାନଟି ଭକ୍ତକବି ମଧୁସୂଦନଙ୍କ ଦ୍ୱାରା ନିର୍ମିତ ଓ ସେଇ ମହାନୁଭବଙ୍କ ନାମାନୁସାରେ ହିଁ ଆଜି ପର୍ଯ୍ୟନ୍ତ ଏଠାରେ…

ଭକ୍ତକବି ମଧୁସୂଦନ

ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ ଲେଖୁଛେ କିମ୍ବା ନିଜକୁ ଓଡ଼ିଆ ବୋଲି କହି ଗର୍ବିତ ଅନୁଭବ କରୁଛେ, ତାହା ପଛରେ ଅନେକ ମହାନ ଓ ମହତ ପୁରୁଷ ମାନଙ୍କର ନିସ୍ଵାର୍ଥପର ସେବା ମନୋବୃତ୍ତି ଓ ବଳିଦାନ ଲୁଚି ରହିଛି . . ! ସେହି ଭଳି ନିସ୍ଵାର୍ଥପର…

ଭକ୍ତକବି ମଧୁସୂଦନ

ଲେଖା: ଅମୃତେଶ ଖଟୁଆ ଅମୃତ ପ୍ରତ୍ୟାଶୀ ଋଷିପ୍ରାଣ ମହାମହିମ ଭକ୍ତକବି ମଧୁସୂଦନ । ସୃଷ୍ଟିର ଅମୃତମୟ ପରିକଳ୍ପନାରେ ଶତଜିହ୍ଵ ତାଙ୍କ ଅତୀନ୍ଦ୍ରିୟ ଅମୃତମୟ ପ୍ରାଣ ଆଜି ବି ଶତକୋଟି ଓଡ଼ିଆମାନଙ୍କ ପ୍ରାଣରନ୍ଧ୍ରରେ ଉଜ୍ଜୀବିତ। ସ୍ନେହ ସୋହାଗର ବଳୟ ଭିତରେ ତାଙ୍କ ଅମରାତ୍ମାକୁ ଜଣେଇବା ଅମର୍ତ୍ତ୍ୟ ବାର୍ତ୍ତାର ପାଥେୟ । “ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ଵାମୀ…

ଜୟଗାନ

ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଜନ୍ମଭୂମିର ଜୟଗାନ, ଭକ୍ତକବିଙ୍କର ଏଇ କାଳଜୟୀ କବିତାରେ . . ~ ଜୟଗାନ ~ ୧) ଜୟ ଦେବୀ ! ଜନ୍ମଭୂମି  କୀର୍ତ୍ତି-କୀରୀଟଧାରିଣୀ । ବନ୍ଦେ ଦେବୀ !  ଆଶାମୟୀ ନିଗୂଢ଼ ଶକ୍ତିଶାଳିନୀ । (୨) ଯୁଗ ଯୁଗାନ୍ତ ମୋହ-ଅନ୍ତେ ଯାଗ ମା ବୀର୍ଯ୍ୟଶାଳିନୀ  ବିଭୁ ପ୍ରସାଦେ ଜ୍ୟୋତିର୍ମୟୀ …

କର୍ମବୀର ଗୌରୀଶଙ୍କର

ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ଶେଷ ତୃତୀୟାଂଶ ଓଡ଼ିଶାର ଜାତୀୟ ଜୀବନ ପକ୍ଷରେ ଏକ ନବଜାଗରଣର କାଳ । ନଅଙ୍କ ଦୁର୍ଭିକ୍ଷର ଆଘାତ, ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାର ନବବାଣୀ ନିହିତ ପ୍ରେରଣା ଜାତିର ଯୁଗବ୍ୟାପୀ ସୁଷୁପ୍ତି, ନିଷ୍କ୍ରିୟତା, ସ୍ୱାର୍ଥପରତା ଭାଂଗି ଦେଇ ଏହାକୁ ଆତ୍ମସଚେତନ ଓ କର୍ମତପ୍ତର କରିଥିଲା ।ଅତଏବ ସମାଜ ନିମନ୍ତେ…

ଉତ୍କଳ ସମ୍ମିଳନୀ

ଲେଖା: ନିରଞ୍ଜନ ସାହୁ ୧୯୦୩ ମସିହାର ଡିସେମ୍ବର ମାସ ତିରିଶ ଓ ଏକତ୍ରିଶ ତାରିଖ । କଟକ ସହରର ଇଦଗାପଡ଼ିଆ ଲୋକାରଣ୍ୟ । କ୍ଷୁଦ୍ରତର ହୋଇ ଯାଇଥିବା ଓଡ଼ିଶା ଭୂଖଣ୍ଡର କୋଣ ଅନୁକୋଣରୁ ଆସିଥିବା ରାଜା, ଜମିଦାର, ପ୍ରତିନିଧି ମଣ୍ଡଳୀ, ସାହିତ୍ୟରଥୀ, ଜାତୀୟତାବାଦୀ ଓ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମ୍ମିଳିତ । ସମସ୍ତ ଆୟୋଜନ…

ମୃତ୍ୟୁଞ୍ଜୟ ରଥ 

ଲେଖା: ଅମୃତେଶ ଖଟୁଆ ~ କାବ୍ୟତୀର୍ଥ ବାଣୀଭୂଷଣ : ମୃତ୍ୟୁଞ୍ଜୟ ରଥ ~ କରିଛ ତୁମ୍ଭେ ନବ ସ୍ବର୍ଗ-ପ୍ରବାସ,  ଅନୁସରନ୍ତି ସୁଖେ ଅଛି କି ଆଶ ! ମାତ୍ର ଏ ଜନେ ସିନା ଭୁଞ୍ଜିବେ ଦୁଃଖ, ତୁମ୍ଭ ଆୟତ୍ତ ଯେଣୁ ସବୁରି ସୁଖ।” (କୁମ୍ଭାରସମ୍ଭବମ୍, ଚତୁର୍ଥ ସର୍ଗ : ଅନୂଦିତ – ମୃତ୍ୟୁଞ୍ଜୟ ରଥ )…

ପଲ୍ଲୀକବି

ପଲ୍ଲୀକବି, ଓଡ଼ିଶାମାଟିର ଜଣେ ପ୍ରାତଃସ୍ମରଣୀୟ ଯୋଗଜନ୍ମା ବ୍ୟକ୍ତିତ୍ଵ, ଆଧୁନିକ ଓଡ଼ିଆ ସାହିତ୍ୟରେ ଅପୂର୍ବ ଲାଳିତ୍ୟମୟ ଅଗଣିତ ପଲ୍ଲୀଗୀତ ଓ ସଂସ୍କାରଧର୍ମୀ କାଳଜୟୀ ଉପନ୍ୟାସମାନ ସୃଷ୍ଟି କରି ଓଡ଼ିଆ ଜନମାନସକୁ ଆନ୍ଦୋଳିତ କରିପାରିଥିଲେ ସେ . .

ତୁହି ମା ଜନମଭୂମି

ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ      ~ ତୁହି ମା ଜନମଭୂମି ~ ତୁହି ମା ଜନମ ଭୂମି              ପବିତ୍ର ଭାରତ ଭୂମି         ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ, ତୋର ଶ୍ରୀଚରଣ ସେବା         ପାଇଁ ମନପ୍ରାଣ ଦେବା          ଗାଇବା ତୋହରି ନାମ ଆନନ୍ଦ ରବେ,               ତୋ ଆନନ୍ଦେ…