Physical Address
Sai Samarpanam, Satya Vihar, Bhubaneswar
~ ନିଶବଦ ଶାରଦ ପ୍ରାତେ ~ ସୌରଭିତ ସୃଷ୍ଟି: ବୈକୁଣ୍ଠନାଥ ପଟ୍ଟନାୟକ ସବୁଜଯୁଗର ଅନ୍ୟତମ କୃଚ୍ଛ୍ର ସାଧକ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଏକ କବିତା ଉପସ୍ଥାପନା ସହିତ ଅନେକ ସହୃଦୟ ପ୍ରଣିପାତ। ~ ନିଶବଦ ଶାରଦ ପ୍ରାତେ ~ ନିଶବଦ ଶାରଦ ପ୍ରାତେ ଅତିଥି କେ ଗଲାରେ ଗାଇ। ରଖି ତୋର ଅନଳ ଖେଳା ଫେରି ଥରେ ଚାହିଁଲୁ…
~ ବିରହିଣୀ ~ ସୌରଭିତ ସୃଷ୍ଟି: ବୈକୁଣ୍ଠନାଥ ପଟ୍ଟନାୟକ ସବୁଜଯୁଗର ଅନ୍ୟତମ କୃଚ୍ଛ୍ର ସାଧକ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ‘ବିରହିଣୀ’ କବିତା ଉପସ୍ଥାପନା ସହିତ ଅନେକ ସହୃଦୟ ପ୍ରଣିପାତ। ~ ବିରହିଣୀ ~ ବରଷା ଆଜି ନଭେ ବ୍ୟଥିତ ହିଆ ସମ ପରାଣେ ମମ ଆହା ବାଧିଲା ପଉଷେ ଏ ପବନ ଅବଶ ଦେହ ମନ ସହିତେ…
ଲେଖା: ଦେଵ ତ୍ରିପାଠୀ “ମାନସ ହଂସ ମୁଁ, ମାନସେ ଯିବି ଉଡ଼ି, ଭରମେ ଅବିରତ, ମୋ ଦୋଷେ ପଥ ହୁଡ଼ି ଛାଡ଼ିବି ଦୂରେ ଯିବି ପାରାବାରେ ଭାସିବି ଲଂଘି ହିମଗିରି ଯିବିଗୋ ବେଳ ଥାଉଁ l ଜୀବନ ପାତ୍ର ମୋ ଭରିଛ କେତେ ମତେ, ନ ଦେଲ କିଛି ବୋଲି କହିବି କି ହେ ଆଉ…
ଲେଖା: ନିରଞ୍ଜନ ସାହୁ ଯଶସ୍ଵୀ ଓ ସଫଳ ସ୍ରଷ୍ଟା ପଦ୍ମଭୂଷଣ ଡ. କାଳିନ୍ଦୀଚରଣ ପାଣିଗ୍ରାହୀ । ପ୍ରଥମ ବିଶ୍ୱଯୁଦ୍ଧ (୧୯୧୪-୧୮) ଓ ଦ୍ଵିତୀୟ ବିଶ୍ଵଯୁଦ୍ଧ (୧୯୩୯-୪୫)ର ମଧ୍ୟବର୍ତ୍ତୀ କାଳ । ଅତି ନିର୍ଦ୍ଦୟ ଭାବରେ ପୃଥିବୀକୁ କ୍ଷତବିକ୍ଷତ କରିଥିଲା ଏହି ଦୁଇ ମହାଯୁଦ୍ଧ। ଫଳତଃ ସମଗ୍ର ବିଶ୍ଵ ସମୁଦାୟରେ ମୁକ୍ତି ପାଇଁ ଆତୁରତା ଓ ଶାନ୍ତି…