Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ଦେଵ ତ୍ରିପାଠୀ ଇଏ କୋଉ ଅସିଆ କାଳର ମସିଆ କଥା । ବାହାଘର ହବ । ଗାଁ ଟା ଯାକ ଲୋକଙ୍କ ଖୁସି କାହିଁରେ କ’ଣ ! ମୁରବିମାନେ ଲାଗିପଡିଥିବେ ଯେଝା କାମରେ । ଘର ଗୋଟାକ ନୂଆ ଦୁଶୁଥିବ ! ବରକନ୍ୟାଙ୍କ ମଙ୍ଗୁଳାଘରେ ମଙ୍ଗନକୃତ୍ୟ ଦିନ ବିବାହ ବିଷୟକ ଚିତ୍ରସବୁ ଅଙ୍କାଯିବ !…
ଲେଖା: ବନ୍ଧନ ଦଳାଇ ଓଡିଆଙ୍କ ଘରେ “ବାରମାସରେ ତେରପର୍ବ” ଭାଦ୍ରବ ମାସରେ ପାଳନୀୟ ଅନେକ ଓଷାବ୍ରତ ମଧ୍ୟରୁ ‘ବୁଧେଇଓଷା‘ ଅନ୍ୟତମ। ଭାଦ୍ରବ ମାସର ପ୍ରଥମ ବୁଧବାର ଦିନ ପାଳନ ହୁଏ ଏହି ଓଷା। ଏହାକୁ ‘ବୁଧିବାମନ ଓଷା‘ ମଧ୍ୟ କୁହନ୍ତି। ନବଗ୍ରହଙ୍କ ମଧ୍ୟରୁ ବୁଧଙ୍କୁ ରାଜାକୁମାର ରୁପେ ବରଣ କରାଯାଏ । ଏହିବାରରେ ଏହା ଅନୁଷ୍ଠିତ…
ଲେଖା: ଦେଵ ତ୍ରିପାଠୀ ଛିଣ୍ଡା ଛିଣ୍ଡା ମେଘର ପଲଟଣରେ ଭୋଦୁଅ ଆକାଶ ଭରି ରହିଛି I ଏଇ ଝରିବ ଝରିବ ହୋଇ ଭାସିଯାଏ ବଉଦର ବୋଇତ — ଆଉ କେଉଁ ମୁଲକରେ ତା’ର ବରଷଣ ମୂଲଚାଲ କରିବ I ତେବେ ଆମ ମୁଲକରେ ସିଏ ଫୁଟାଇଛି କାଶତଣ୍ଡୀ, ଗାଡ଼ିଆରେ ନୀଳକଇଁ, ଅରଣ୍ୟରେ ଶ୍ୟାମଳ ଢେଉ, ପବନରେ…