Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶ୍ରୀକାନ୍ତ ସିଂହ ~ ବୁଦ୍ଧଖୋଲ ~ ପ୍ରକୃତିର ଅପରୂପ ନୈସର୍ଗିକ ରୂପ ଦେଖିବାକୁ ମିଳେ, ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ନିକଟରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ଠାରେ l ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଲା ପରି, ଯେ କୌଣସି ପ୍ରକୃତି ପ୍ରେମୀ ପାଇଁ ଏହି ସ୍ଥାନଟି ସ୍ୱର୍ଗ ଠାରୁ କିଛି କମ୍ ନୁହେଁ l…

ଲେଖା: ଦେଵ ତ୍ରିପାଠୀ ରାଜନୀତିକ କିମ୍ବା ପ୍ରାକୃତିକ ଓଡ଼ିଶାରୁ ନିଜକୁ ମୁକ୍ତ ରଖି ଉତ୍କଳୀୟ ଭିତ୍ତିଚିତ୍ର ପରମ୍ପରା କଥାଟିକୁ ଚର୍ଚ୍ଚା କଲେ, ମନେହୁଏ ଏହା ମହାଭାରତୀୟ ସ୍ରୋତ ବହନ କରୁଥିବା ନଦୀଟିଏ । ଏହାର ଏକଧାରା ଦକ୍ଷିଣ ଭାରତର କାଞ୍ଜିବରମ୍, ତାଞ୍ଜାଭୁର, ତିରୁମଲ୍ଲାଇ, ତ୍ରିପୁନ୍ତାକମ୍, ଵାରାଙ୍ଗଲ୍, ଆନେଗୁଣ୍ଡି, ତିରୁଭଲ୍ଲୁର୍, ବିଜୟନଗର, ତ୍ରିଚିଲାପଲ୍ଲୀ ଇତ୍ୟାଦି ମନ୍ଦିରର ଭିତ୍ତିଚିତ୍ର…

ଲେଖା: ଦେଵ ତ୍ରିପାଠୀ ରେଶମନଗରୀ ବ୍ରହ୍ମପୁର ଠାରୁ ପ୍ରାୟ ୭୫କି.ମି. ଦୂରରେ ଅବସ୍ଥିତ ମନୋମୁଗ୍ଧକର ପ୍ରାକୃତିକ ପରିବେଶ, ନୈସର୍ଗିକ ଶୋଭା ଏବଂ ପ୍ରାଚୀନ ଐତିହାସିକ କୀର୍ତ୍ତିରାଜି ବିମଣ୍ଡିତ କ୍ଷୁଦ୍ର ସହର ବୁଗୁଡ଼ା । ସମଗ୍ର ଦେଶରେ ଯେଉଁ ମନ୍ଦିର ପାଇଁ ଏହା ସୁଖ୍ୟାତି ଅର୍ଜନ କରିଛି ତାହା ହେଉଛି ବିରାଟ ରଥସଦୃଶ ସମ୍ପୂର୍ଣ୍ଣ କାଷ୍ଠନିର୍ମିତ ବୁଗୁଡ଼ା…