Tag ବାଇମୁଣ୍ଡି

ବାଇମୁଣ୍ଡି

ବାଇମୁଣ୍ଡି   ଲେଖା: ନିରଞ୍ଜନ ସାହୁ ସୋମବଂଶୀ ରାଜା ଜନ୍ମେଜୟ ଚୌଦ୍ଵାର ପର୍ଯ୍ୟନ୍ତ ଅଧିକାର ପୂର୍ବକ ଆଗ୍ରାହାଟ ଠାରେ ଯଜ୍ଞାନୁଷ୍ଠାନ କରିଥିଲେ। ତାଙ୍କ ପରେ ପ୍ରଥମ ଯଯାତି ଓ ଧର୍ମରଥ ମଧ୍ୟ ଏହି ଅଞ୍ଚଳରେ ଶାସନ କରିଥିଲେ। ଚୌଦ୍ଵାରରେ ସୋମବଂଶୀମାନେ ଚାରିଗୋଟି ଦ୍ଵାର ବିଶିଷ୍ଟ ରାଜଧାନୀ ସ୍ଥାପନ କରିଥିବାରୁ ଏହି ସ୍ଥାନର ନାମ ଚୌଦ୍ଵାର ହୋଇଥିଲା।…

ପଣ୍ଡିତ କୃପାସିନ୍ଧୁ ମିଶ୍ର

ଲେଖା: ଦେଵ ତ୍ରିପାଠୀ “ଉତ୍କଳର ପୂର୍ବ-ସ୍ମୃତି-ପୂତ, ବାରବାଟୀ ଆଜ ସାଜେ ସଜ୍ଜୀଭୂତ। ଐତିହାସିକ ଏ ଦୁର୍ଗ ବାରବାଟୀ, ବୀର ରକ୍ତପିଣ୍ଡେ ଗଢା ଯାର ମାଟି। ବାରବାଟୀ ଯହିଁ ମନ-ସ୍ମୃତି-ପୋତେ, ବାହିଯାଏ ପ୍ରତିଲୋମେ କାଳସ୍ରୋତେ। କାଳେ କାଳେ କେତେ ଦେଖି ଯେ ଆସିଲା, ନଶ୍ଵର ନରର ଗରିମାର ଲୀଳା !” (କବିବର ରାଧାନାଥ ରାୟ କୃତ ‘ଦରବାର’)…

ଅନ୍ୟଜଣେ ବାଇମୁଣ୍ଡି ବିଛିନ୍ନାଞ୍ଚଳର ଓଡ଼ିଆ ଶହିଦ ଜଗୁ ଦେବାନ୍ (Jagu Dewan)

ଲେଖା: ନିରଞ୍ଜନ ସାହୁ ମହାତ୍ମାଗାନ୍ଧୀ ଓ ନେତାଜୀଙ୍କ ସ୍ଵାଧୀନତା ପାଇଁ ଆହ୍ଵାନ ଦେବା ପୂର୍ବରୁ ପ୍ରଥମେ ୧୮୫୭ ମସିହାରେ ଭାରତୀୟ ସିପାହୀ ମାନେ ଇଂରେଜ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ । ତତ୍କାଳୀନ ଓଡ଼ିଶା ରାଜ୍ୟ ଅନ୍ତର୍ଗତ ସିଂହଭୂମି ଜିଲ୍ଲାରେ ସିପାହୀ ବିଦ୍ରୋହ ତଥା ଦେଶରୁ ଇଂରେଜମାନଙ୍କୁ ବିତାଡ଼ିତ କରିବା ପାଇଁ ଯେଉଁ ସଂଗ୍ରାମ…

କଟକ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ କଟକ ଶବ୍ଦର ବ୍ୟାଖ୍ୟା: କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ ଏ ଶବ୍ଦର ସଂସ୍କୃତ ବିଶେଷ୍ୟ  ହିସାବରେ ଯେଉଁ ଅର୍ଥ ସବୁ ଭାଷାକୋଷରେ ଅଛି ତାହା ଏଠାରେ ଦିଆଗଲା …. ୧●ସାନୁ; ପର୍ବତର ମଧ୍ୟଦେଶ★ ୨● ବଳୟ; ହାତଖଡ଼ୁ ୩●ଗୋଡ଼ଖଡ଼ୁ ୪●ଚକ୍ର ★ ୫● ନଗର; ରାଜଧାନୀ★ ୬●ସୈନ୍ୟ★ ୭●…