Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ବନ୍ଧନ ଦଳାଇ ଶୈବଧର୍ମ ଓ ଶୈବ ସଂସ୍କୃତି ହେଉଛି ଉତ୍କଳ ଭୂଖଣ୍ଡର ଏକ ଆଧ୍ୟାତ୍ମିକ ଧାରା। ଭଗବାନ୍ ଶିବ ହେଉଛନ୍ତି ସତ୍, ଚିତ୍ ଓ ଆନନ୍ଦର ପ୍ରତୀକ ଓ ସକଳ କାର୍ଯ୍ୟର ମଙ୍ଗଳମୟ ଦେବତା । ମହାରୁଦ୍ରଙ୍କ ସର୍ବ ବ୍ୟାପକତା ଓ ମଙ୍ଗଳମୟ ଲୀଳା ସମ୍ପର୍କରେ ସପ୍ତର୍ଷି କୁହନ୍ତି ,’ସେ ଅନନ୍ତ, ଅବ୍ୟକ୍ତ ଓ…
ଲେଖା: ବିଶ୍ୱରଞ୍ଜନ ମହାପାତ୍ର ~ ବଡ଼ଓଷା ଓ ଗଜମଣ୍ତା ଭୋଗ ~ କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଓ ଚତୁର୍ଦଶୀରେ ବଡ଼ଓଷା ଅତି ନିଷ୍ଠାର ସହ ପାଳନ କରାଯାଏ । ଏହି ଓଷା ପାଳନ ଅବସରରେ ମହାଦେବଙ୍କ ଠାରେ ସ୍ୱତନ୍ତ୍ର ଭୋଗ ଲାଗିହୁଏ । ଏହାକୁ ‘ଗଜପିଠା’ କୁହାଯାଏ । ଗଜପିଠା ଦେଖିବାକୁ ପୂରା ଧଳା ଧବଳ…
ଲେଖା: ମିହିର ପଟ୍ଟନାୟକ ଶ୍ରୀମନ୍ଦିରରେ ଅନୁଷ୍ଠିତ ଶ୍ରୀଜୀଉମାନଙ୍କ ବିଶେଷ ବେଶ ମଧ୍ୟରେ ଶ୍ରୀ ବଳଭଦ୍ରଙ୍କୁ ନେଇ ୨ଟି ବେଶ ପରିକଳ୍ପନା କରାଯାଇଛି। ଭାଦ୍ରବ ମାସରେ ପ୍ରଳମ୍ବାସୁର ବଧ ବେଶ ଭଳି କାର୍ତ୍ତିକ ମାସରେ ହରିହର ବେଶରେ ସଜ୍ଜିତ ହୁଅନ୍ତି ବଡ଼ଠାକୁର ଶ୍ରୀ ବଳଭଦ୍ର। କାର୍ତ୍ତିକ ମାସରେ ହେଉଥିବା ନୀତି ରାଧାଦାମୋଦର ବେଶ ଭଳି ପ୍ରାୟତଃ ଦିଶୁଥିବା…
ଲେଖା: ଅରବିନ୍ଦ ମହାନ୍ତି ଆଷାଢ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି। ଶିବଶୟନ ଚତୁର୍ଦ୍ଦଶୀ । ଏହା ମହାପ୍ରଭୁ ଲିଙ୍ଗରାଜଙ୍କ ଶୟନ ଉତ୍ସବ ଅଟେ। ଏହା ମହାପ୍ରଭୁଙ୍କ ମୁଖ୍ୟ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଅଟେ। ଭଗବାନ ବିଷ୍ଣୁଙ୍କ ପରି ମହାଦେବ ମଧ୍ୟ ଚାରିମାସ କାଳ ଶୟନ କରିଥାନ୍ତି। ଏହା ଆଷାଢ ଶୁକ୍ଳ ଚତୁର୍ଦ୍ଦଶୀରୁ ଆରମ୍ଭ ହୋଇ…
ଲେଖା: ଦେଵ ତ୍ରିପାଠୀ “ତଟିନୀବଳୟିତ ତରୁକୁଳପୁଲକିତ ବାଳ ମହୀଧରବାସିନ୍, ଜୟ ଜୟ ଶଙ୍କର ସର୍ବଶୁଭଙ୍କର ଭକ୍ତ ବିପତ୍ତିବିନାଶିନ୍ II” (କବିବର ରାଧାନାଥ ରାୟ) ମା’ କଟକଚଣ୍ଡୀ, ଗଡଚଣ୍ଡୀ ପରି ପ୍ରାଚୀନ ଶକ୍ତିପୀଠ ପାଇଁ କଟକ ମହାନଗର ଶକ୍ତିପୀଠ ଭାବେ ଖ୍ୟାତିମାନ ହୋଇଥିଲେ ମଧ୍ୟ ନଗର ମଧ୍ୟରେ ପ୍ରତିଷ୍ଠିତ ଅମରେଶ୍ୱର ମନ୍ଦିର ତଥା ମହାନଗର ସୀମାସଂଲଗ୍ନ ଭାବରେ…
ଲେଖା: ଦେଵ ତ୍ରିପାଠୀ ଶକ୍ତି ଓ ଶିବଙ୍କର ଅପୂର୍ବ ମହାର୍ଘକ୍ଷେତ୍ର କଟକ ନଗରର ମଧ୍ୟସ୍ଥଳରେ ରହିଛି ବହୁ ପ୍ରାଚୀନ ଶୈବପୀଠ ଅମରେଶ୍ୱର ମନ୍ଦିର । ମନ୍ଦିରର ଅପରୂପ ସ୍ଥାପତ୍ୟ, ନିର୍ମାଣଶୈଳୀ ଓ ପରିପାଟିରୁ ଏହା ୧୨୦୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ସମୟର ପ୍ରାଚୀନ ବୋଲି ଅନୁମାନ କରାଯାଏ । ବହୁ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱର ଅଧିକାରୀ ସତ୍ତ୍ଵେ…