Physical Address
Sai Samarpanam, Satya Vihar, Bhubaneswar

ଲେଖା: ଡ. ଜୟଶ୍ରୀ ନନ୍ଦ ~ ଗଇଁଠା ~ କଳାସାଆନ୍ତେ ଆମର ଖାଦ୍ୟପ୍ରିୟ ସଙ୍ଗୀତପ୍ରିୟ ଋତୁପ୍ରିୟ ଫୁଲପ୍ରିୟ। ବିଭିନ୍ନ ଋତୁରେ ମହାପ୍ରଭୁଙ୍କର ବିଭିନ୍ନ ପର୍ବପର୍ବାଣୀ । ଋତୁ ଅନୁସାରେ ଭିନ୍ନ ଭିନ୍ନ ଫଳ ଫୁଲ ପନିପରିବା ଆଦି ଉତ୍ପାଦନ ହୁଏ । ତେଣୁ ଶୀତ ବର୍ଷା ବସନ୍ତ ଶରତ ଭିନ୍ନ ଋତୁରେ ଯେଉଁ ପର୍ବପର୍ବାଣି ପାଳନ…

ଲେଖା: ଅଶୋକା ନାୟକ ~ ବକୁଳ ଅମାବାସ୍ୟା ~ ପୁଷ ମାସର ଅମାବାସ୍ୟାକୁ ବକୁଳ ଅମାବାସ୍ୟା ବୋଲି ପାଳନ କରାଯାଏ। ବକୁଳ ଅମାବାସ୍ୟା ଦିନ ଖୋଜାପଡେ ଟିକିଏ ଆମ୍ବ ବଉଳ। ଯାହାକୁ ମନ୍ଦିର ଓ ଘରେ ପୂଜା ପାଉଥିବା ଠାକୁରଙ୍କୁ ଆମେ ଗଇଁଠା ସହ ଅର୍ପଣ କରୁ। ଯାହା ଘରେ ଓ ଆଖପାଖରେ ଆମ୍ବଗଛ ଅଛି,…

ଲେଖା: ଦେଵ ତ୍ରିପାଠୀ ~ ଚିତାଲାଗି ଅମାବାସ୍ୟା ~ କାଇଁ କେଉଁ ଯୁଗରୁ ମନୁଷ୍ୟ ବିରାଟ, ଭୟଙ୍କର, କ୍ଷତିକାରୀ ଓ ଉପକାରୀ ପଦାର୍ଥ ଅବା ଜୀବଜନ୍ତୁଙ୍କର ପୂଜା କରିଆସୁଛି । ଗୋରୁଗାଈ, ହାତୀ, ସାପ, ମାଛଶୁଖୁଆ, ବିଲେଇ, ଗେଣ୍ଡା ସଭିଙ୍କୁ ପୂଜା କରି ଶିଖିଛି । ଆଜି ଏସବୁକୁ ଆଧୁନିକ ଜନସମାଜ ସିନା ହସି ଉଡ଼ାଇଦିଏ,…