Physical Address
Sai Samarpanam, Satya Vihar, Bhubaneswar
ସୌରଭିତ ସୃଷ୍ଟି: ଵ୍ୟାସକଵି ଫକୀରମୋହନ ଵ୍ୟାସକଵି ଫକୀରମୋହନ ସେନାପତିଙ୍କ “ଉତ୍ଥାନ ସଙ୍ଗୀତ” ଗୀତିକଵିତାଟି ଏକ ଜାତୀୟ ଉଦବୋଧନୀ ଗୀତ ଅଟେ । ଏହା ନଟଵାଣୀ ଵୃତ୍ତରେ ଗାଇଵାକୁ ହୋଇଥାଏ । ଗୀତିକଵିତାଟି ଶତ ଵର୍ଷ ତଳେ ଲେଖାଯାଇଥିଲେ ହେଁ ଏହା ଆଜି ଵି ପ୍ରାସଙ୍ଗିକ । ~ ଉତ୍ଥାନ ସଙ୍ଗୀତ ~ (ନଟଵାଣୀ ଵୃତ୍ତ) ଉଠ…
ଲେଖା: ଶିଶିର ସାହୁ ମନୋଜ ଏଇ ମିଶି ଶବ୍ଦଟି କେବେ ଥିଲା ମାନକ, ଆଜି କିନ୍ତୁ ଆଞ୍ଚଳିକ ! ପ୍ରାଚୀନ ଓଡ଼ିଆ ଭାଷାରେ ‛ଏଵଂ’ ସ୍ଥାନରେ ଆଗେ ଵ୍ୟଵହାର ହେଉଥିଲା ‛ମିଶି’ ଶବ୍ଦ । ସମ୍ଭଵତଃ ଦୁଇଗୋଟି ଵାକ୍ଯକୁ ଏକାଠି ମିଶା ଯାଉଥିଵା ହେତୁ ‛ମିଶା’ ଶବ୍ଦର ଆନରୂପ ‛ମିଶି’ ହିଁ ଏଠାରେ ‛ଏଵଂ’ ଭଳି…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ କଟକ ଶବ୍ଦର ବ୍ୟାଖ୍ୟା: କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ ଏ ଶବ୍ଦର ସଂସ୍କୃତ ବିଶେଷ୍ୟ ହିସାବରେ ଯେଉଁ ଅର୍ଥ ସବୁ ଭାଷାକୋଷରେ ଅଛି ତାହା ଏଠାରେ ଦିଆଗଲା …. ୧●ସାନୁ; ପର୍ବତର ମଧ୍ୟଦେଶ★ ୨● ବଳୟ; ହାତଖଡ଼ୁ ୩●ଗୋଡ଼ଖଡ଼ୁ ୪●ଚକ୍ର ★ ୫● ନଗର; ରାଜଧାନୀ★ ୬●ସୈନ୍ୟ★ ୭●…
ଲେଖା: ନିରଞ୍ଜନ ସାହୁ ବିଦ୍ୟା ଓ ସଂସ୍କୃତି ସଚେତନ ବାମଣ୍ଡା ରାଜ୍ୟରେ ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଜନ୍ମ ନେଇଥିଲେ ଓଡ଼ିଆ ସାହିତ୍ୟର ଏକ ବିସ୍ମୟ ପ୍ରତିଭା।ସାର୍ ବାସୁଦେବ ସୁଢଳଦେବ କର୍ତ୍ତୃକ ବାମଣ୍ଡାରେ ସମ୍ଭୂତ ନବ-ଜାଗରଣର ନୂତନ ଚିନ୍ତା ଓ ଚେତନାର ପୁଷ୍ପିତ ଉଦ୍ୟାନର ମହୀୟାନ ଫଳ ‘ଜଳନ୍ଧର ଦେବ’ । ଜଳନ୍ଧର ସ୍ରଷ୍ଟା ମାନସ ବାମଣ୍ଡାରେ…