Tag ପୁଷ୍ପବିହାର

ପଦ୍ମପୋଖରୀର ଗାଁ କଣ୍ଟିଗଡ଼ିଆ

ଲେଖା: ତରୁଣ କୁମାର ରଥ ପିଲାଙ୍କୁ ‘ଗାଁ’ର ଚିତ୍ର ଆଙ୍କିବା ପାଇଁ ମାଷ୍ଟ୍ରେ କହିଛନ୍ତି। କାଗଜ ଉପରେ ରଙ୍ଗ ପେନ୍ସିଲରେ ଆଙ୍କି ହେଇ ଯାଉଛି ଛବି। କୁଞ୍ଚୁକୁଞ୍ଚିଆ ପାହାଡ଼ ଖୋଲରୁ ଉଇଁ ଆସୁଛି ସୂର୍ଯ୍ୟ,ପାହାଡ଼ ତଳେ ଆମ୍ବ ତୋଟାକୁ ଭିଜେଇ ଅଙ୍କା ବଙ୍କା ଗତିରେ ବହି ଯାଉଛି କ୍ଷୀଣକାୟା ଜୋରଟିଏ, ଜୋର ପରେ ମନ୍ଦିର, ମନ୍ଦିରକୁ…