Tag ପିପିଲି

ବାଗେଶ୍ୱରପୁର ରାମେଶ୍ୱର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ପୁରୀ ବାଗେଶ୍ୱରପୁର ଗ୍ରାମର ରାମେଶ୍ୱର ମନ୍ଦିର ~ ଗଙ୍ଗବଂଶୀୟ ଶାସନ କାଳରେ ଓଡ଼ିଶାରେ ଅନେକ ଗୁଡ଼ିଏ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରମାନ ନିର୍ମାଣ ହୋଇଥିଲା l ଏହି ମନ୍ଦିର ଗୁଡ଼ିକ ପ୍ରାୟତଃ ପୂର୍ଵ ଓଡ଼ିଶାର ଦୟା, ଭାର୍ଗବୀ, କୁଶଭଦ୍ରା ଓ ପୁଣ୍ୟତୋୟା ପ୍ରାଚୀ ନଦୀ ଉପତ୍ୟକାରେ ଗଢ଼ି ଉଠିଥିଲା l ସମୟର…

ବାଲେଶ୍ବରର ନାମକରଣ

ଲେଖା: ଶିଶିର ସାହୁ ମନୋଜ ବାଲେଶ୍ଵରର ନାମକରଣ ପଛରେ କେତେ କଥା ଅଛି ! ଏହାକୁ ନେଇ ଆମ୍ଭ ଦେଶର ଵିଦ୍ଵାନମାନଙ୍କ ମଧ୍ୟରେ ନାନା ମତ ପ୍ରଚଳିତ । ତେଵେ କେତେକ ଜଣାଶୁଣା ମତ ଏଠାରେ ଉପସ୍ଥାପନ କରାଗଲା । Etmology 1 ‘ଓଡ଼ିଆ ଭାଷାର ଉନ୍ମେଷ ଓ ଵିକାଶ’ ପୁସ୍ତକରେ ଡ. ଵାସୁଦେଵ ସାହୁ…

ବକ୍ସି ଜଗବନ୍ଧୁ 

ଲେଖା: ଦେଵ ତ୍ରିପାଠୀ ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ (ଲୋକମୁଖରେ ବକ୍ସି ଜଗବନ୍ଧୁ ଓ ପାଇକ ବକ୍ସି ନାମରେ ଜଣା) ଖୋର୍ଦ୍ଧା ମହାରାଜାଙ୍କର ସେନାପତି ଓ ବକ୍ସି ଥିଲେ । ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟକାଳରେ ସେ ଥିଲେ ଜଣେ ପ୍ରଚଣ୍ଡ ଯୋଦ୍ଧା । ପାଇକ ବିପ୍ଳବୀମାନେ ତାଙ୍କର ନେତୃତ୍ୱରେ ୧୮୧୭ ମସିହାରେ ଫିରିଙ୍ଗି…

ପିତଳମାଛ

ଲେଖା: ଦେଵ ତ୍ରିପାଠୀ ଭାରତବର୍ଷରେ ଉତ୍କଳ ଏହାର ପ୍ରାଚୀନ ଶିଳ୍ପକଳା ଓ ଶିଳ୍ପଚାତୁର୍ଯ୍ୟ ପାଇଁ ପ୍ରସିଦ୍ଧ । ଉତ୍କଳୀୟ କଳା ସଂସ୍କୃତିକୁ ବେଲଗୁଣ୍ଠାର ପିତଳମାଛ ଓ କାଠମାଛର ଦାନ ଅତୁଳନୀୟ। ଏହାର ସୂକ୍ଷ୍ମକଳା, କାରୁକାର୍ଯ୍ୟ ଉତ୍କଳର ନାମକୁ ସାର୍ଥକ କରିଛି । ସ୍କୁଲ ପାଠ୍ୟପୁସ୍ତକ, ସାମାଜିକ ବିଜ୍ଞାନ, ସାଧାରଣଜ୍ଞାନରେ ଲିଖିତ କଟକର ତାରକସି, ଭୁବନର କଂସାବାସନ,…