Tag ପତିତପାବନ ମନ୍ଦିର

ପତିତପାବନ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ କଟକ ଜିଲ୍ଲାର ଐତିହ୍ୟମୟୀ ଗଡ଼ଜାତ ଆଠଗଡ଼ ସହରର ରଥଗଡ଼ା ଛକରେ ଅତ୍ୟନ୍ତ ସୁନ୍ଦର ପତିତପାବନ ମନ୍ଦିର ଅବସ୍ଥିତ । ଏହି ମନ୍ଦିରଟି ବହୁ ପୁରାତନ ନ ହେଲେ ବି ସୁଉଚ୍ଚ ଓ ସୁନ୍ଦର ପରିପାଟିସମ୍ପନ୍ନ l ପ୍ରାୟ ୯୦ ଫୁଟ ଉଚ୍ଚତାର ଏଇ ମନ୍ଦିର ଆଜି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଆଜି…