Tag ନିର୍ମଳଝର

ନିର୍ମଳଝର

ଲେଖା: ଜଗନ୍ନାଥ ଦୋରା ଐତିହାସିକ କୀର୍ତ୍ତିରାଜି ଖଲ୍ଲିକୋଟ ସ୍ଥିତ ନିର୍ମଳଝର ! ଏହି କୀର୍ତ୍ତିରାଜି ଖଲ୍ଲିକୋଟ ରାଜବଂଶର ପ୍ରଜାନୁରଞ୍ଜନ ରାଜା ଅପରାଜିତ ବାଲୁକେଶ୍ଵର ମର୍ଦ୍ଦରାଜଙ୍କ ଦ୍ଵାରା ପ୍ରାୟତଃ 1676 ମସିହାରେ ନିର୍ମାଣ ହୋଇଥିଲା l ମାରୁଆ ପର୍ବତର ପାଦଦେଶରୁ ସୃଷ୍ଟି ଏହି ପୁଣ୍ୟତୟା ନିର୍ମଳଝର ମଧ୍ୟରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର, ଶ୍ରୀ ରାଧାକୃଷ୍ଣ ମନ୍ଦିର,…