Tag ନବଗୁଞ୍ଜର

ଝୋଟିଚିତା

ଲେଖା: ଦେଵ ତ୍ରିପାଠୀ ଇଏ କୋଉ ଅସିଆ କାଳର ମସିଆ କଥା । ବାହାଘର ହବ । ଗାଁ ଟା ଯାକ ଲୋକଙ୍କ ଖୁସି କାହିଁରେ କ’ଣ ! ମୁରବିମାନେ ଲାଗିପଡିଥିବେ ଯେଝା କାମରେ । ଘର ଗୋଟାକ ନୂଆ ଦୁଶୁଥିବ ! ବରକନ୍ୟାଙ୍କ ମଙ୍ଗୁଳାଘରେ ମଙ୍ଗନକୃତ୍ୟ ଦିନ ବିବାହ ବିଷୟକ ଚିତ୍ରସବୁ ଅଙ୍କାଯିବ !…

ନବଗୁଞ୍ଜର 

ଶୁଦ୍ରକବି ସାରଳା ଦାସ ମହାଭାରତର କଥାବସ୍ତୁକୁ ଉତ୍କଳୀୟତାରେ ଭରିଦେଇଛନ୍ତି। ସେ ଓଡି଼ଆ ମହାଭାରତରେ ଅନେକ ମୌଳିକ ଉପାଖ୍ୟାନ ସଂଯୋଜିତ କରିଛନ୍ତି ଯାହା ସଂସ୍କୃତ ମହାଭାରତ କିମ୍ବା ଅନ୍ୟ କୌଣସି ପୁରାଣ ଗ୍ରନ୍ଥରେ ଦେଖିବାକୁ ମିଳେନାହିଁ। ନବଗୁଞ୍ଜର ଉପାଖ୍ୟାନ ମଧ୍ୟ ଆଦିକବିଙ୍କର ସେହିପରି ଏକ ନୂତନ କଳ୍ପନା . .

ସିଂହନାଥ

ଲେଖା: ଦେଵ ତ୍ରିପାଠୀ ଇଏ ବୋଧହୁଏ ବିଶ୍ୱର ଏକମାତ୍ର ସ୍ଥାନ ଯେଉଁଠି ମହାପ୍ରଭୁ ଶ୍ରୀରାମ, ମା’ ସୀତା ଏବଂ ମହାବୀର ଲକ୍ଷ୍ମଣଙ୍କ ଦ୍ଵାରା ତିନୋଟି ଶିବଲିଙ୍ଗ ସ୍ଥାପନା ହେବାର ଜନଶ୍ରୁତି ରହିଛି ।  କଟକରୁ ନରସିଂହପୁର ଯିବା ରାସ୍ତାରେ ବୈଦେଶ୍ୱର ନିକଟରେ ରହିଛି ଏହି ରାମନାଥ, ବୈଦ୍ୟନାଥ ଓ ସିଂହନାଥ ଶିବମନ୍ଦିର । ପ୍ରଭୁ ରାମଚନ୍ଦ୍ରଙ୍କ…