Tag ଦଶପଲ୍ଲା

ଦାସିଆ ଅଜା ସଂଗ୍ରହାଳୟ

ଲେଖା: ରବୀନ୍ଦ୍ର କୁମାର ରଣା ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ସାରସ୍ବତ ସାଧକ ହେଉଛନ୍ତି ଦାଶରଥୀ ପଟ୍ଟନାୟକ ବା ଦାସିଆ ଅଜା। ସେ ଥିଲେ ‘ଦଶ ପଇସାର ରଜା’ ବା ‘ଖୁଣ୍ଟାତଡ଼ା ରଜା’ କିନ୍ତୁ ‘ଦାସିଆ ଅଜା’ ନାମରେ ସମଗ୍ର ଓଡ଼ିଶାର ଜନମାନସରେ ସେ ପରିଚିତ ଥିଲେ । ମାତ୍ର…