Tag ଜଗବନ୍ଧୁ

ଉତ୍କଳମଣିଙ୍କ ଦେହାବସାନ (Utkalmani Gopabandhu)

ଲେଖା: ଅମ୍ରିତେଶ ଖଟୁଆ ୧୯୨୮, ଏପ୍ରିଲ ୨୨ ତାରିଖ ! ‘ଲୋକସେବକ ମଣ୍ଡଳ‘ ବାର୍ଷିକ ଅଧିବେଶନ ପାଇଁ ସମସ୍ତେ ପହଞ୍ଚିଲେ। ତିନି ଦିନିଆ ଅଧିବେଶନ ଶେକୁ ୨୫ ତାରିଖରେ ସରିଲା। ଉତ୍କଳମଣି ନିର୍ବାଚିତ ହୋଇଲେ ‘ଲୋକସେବକ ମଣ୍ଡଳ’ର ଉପସଭାପତି ରୂପେ ନିର୍ବାଚିତ ହୋଇଲେ। କୌଣସି ଓଡ଼ିଆ ଏହିପରି ଏକ ବଡ଼ ସମ୍ମାନର ଅଂଶୀଦାର ହୋଇନଥିଲା !…