Tag ଚିନ୍ମୟ

ଚିନ୍ମୟ

ଲେଖା: ଶିଶିର ସାହୁ ମନୋଜ ଚିନ୍ମୟ ଶବ୍ଦଟି ଵିଶେଷତଃ ଏକ ନାମଵାଚକ ଶବ୍ଦ ଭାଵେ ଵ୍ୟଵହୃତ ହୋଇଥାଏ । ଅନ୍ଯ ରାଜ୍ୟର ଲୋକଙ୍କ ଅପେକ୍ଷା ଏହି ନାମ ଵ୍ଯଵହାର କରୁଥିଵା ଓଡ଼ିଆ ଲୋକଙ୍କ ସଂଖ୍ୟା ଅଧିକ । ପୁଅ ପିଲାଙ୍କ ଛଡ଼ା ଝିଅ ପିଲାଙ୍କ ନାମ ମଧ୍ୟ ଚିନ୍ମୟୀ ରଖାଯାଏ ‌‌। ଚିତ୍ ଶବ୍ଦରେ ସଂଜାତାର୍ଥେ ମୟ…