Physical Address
Sai Samarpanam, Satya Vihar, Bhubaneswar
ଲେଖା: ସନ୍ତୋଷ ପଟ୍ଟନାୟକ ଆବାହମାନ କାଳରୁ ସାମାଜିକ ଜୀବରେ ଲୋକନୃତ୍ୟ, ଲୋକସଙ୍ଗୀତ ଓ ଲୋକବାଦ୍ୟ ସର୍ବଦା ବିଶେଷ ଭୂମିକା ନେଇଆସିଛି । ବିଶେଷକରି ଦୈନନ୍ଦିନ ଜୀବନର ବ୍ୟସ୍ତତା ମଧ୍ୟରେ କିଛି ଆନନ୍ଦ ଓ କିଛି ସାମାଜିକ ତୃଷ୍ଟି ନିମନ୍ତେ ସନ୍ଧ୍ୟାରେ ଗ୍ରାମ ଦାଣ୍ଡରେ, କୋଠଘରେ କିମ୍ବା ଭାଗବତ ଟୁଙ୍ଗୀରେ ଦାସକାଠୀ, ସଖିନାଟ, ଘୁଡ଼ୁକି, ପାଲା ଓ…
ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଭୟ, ଆତଙ୍କ, ଅଶିକ୍ଷା, ଅନ୍ଧବିଶ୍ୱାସ ଓଡ଼ିଆ ଜାତିକୁ ଆତ୍ମବିଲୁପ୍ତ କରିଦେଇଥିଲା। ଦ୍ଵିତୀୟାର୍ଦ୍ଧର କିଛି କାଳ ପର୍ଯ୍ୟନ୍ତ ଏ ଜାତିର ନିର୍ବେଦତା ଲାଗି ରହିଲା। ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ଗୋଟିଏ ଇତିହାସ ପ୍ରସିଦ୍ଧ ଜାତିର ମେରୁଦଣ୍ଡକୁ ଦୋହଲାଇ ଦେଇ ଶ୍ମଶାନିତ କରିଦେଲା। ଛିନ୍ନବିଛିନ୍ନ ହୋଇଗଲା ଧର୍ମ, ଦର୍ଶନ,…
ଲେଖା: ଦେଵ ତ୍ରିପାଠୀ ରାଜନୀତିକ କିମ୍ବା ପ୍ରାକୃତିକ ଓଡ଼ିଶାରୁ ନିଜକୁ ମୁକ୍ତ ରଖି ଉତ୍କଳୀୟ ଭିତ୍ତିଚିତ୍ର ପରମ୍ପରା କଥାଟିକୁ ଚର୍ଚ୍ଚା କଲେ, ମନେହୁଏ ଏହା ମହାଭାରତୀୟ ସ୍ରୋତ ବହନ କରୁଥିବା ନଦୀଟିଏ । ଏହାର ଏକଧାରା ଦକ୍ଷିଣ ଭାରତର କାଞ୍ଜିବରମ୍, ତାଞ୍ଜାଭୁର, ତିରୁମଲ୍ଲାଇ, ତ୍ରିପୁନ୍ତାକମ୍, ଵାରାଙ୍ଗଲ୍, ଆନେଗୁଣ୍ଡି, ତିରୁଭଲ୍ଲୁର୍, ବିଜୟନଗର, ତ୍ରିଚିଲାପଲ୍ଲୀ ଇତ୍ୟାଦି ମନ୍ଦିରର ଭିତ୍ତିଚିତ୍ର…
ଲେଖା: ଦେଵ ତ୍ରିପାଠୀ ଓଡିଶାରେ ବୋଦ୍ଧଧର୍ମର ବିଲୟ, ତାନ୍ତ୍ରିକଧର୍ମର ଅଭ୍ୟୁଦୟ ଓ ଭକ୍ତିଧର୍ମର ଆତ୍ମପ୍ରକାଶ ପରେ ‘ଆଧ୍ୟାତ୍ମିକ ମନୋରଞ୍ଜନ’ର ମାଧ୍ୟମ ଭାବରେ ପରିପ୍ରକାଶ ପାଇଥିଲା ସୁଲଳିତ ପଦାବଳୀ ସମ୍ବଳିତ ସାଙ୍ଗୀତିକତାରେ ଉଛ୍ୱସିତ “ଲୀଳା” ଯୁଗର ମହାର୍ଘ ପରମ୍ପରା । ଲୋକନାଟକର ସଶକ୍ତ ଶାଖା ରୂପେ ଏହି ଲୀଳାଯୁଗର ପ୍ରବର୍ତ୍ତକ ଥିଲେ ଭକ୍ତିଯୁଗର ଉଦ୍ଗାତା ଅତିବଡ଼ି ଜଗନ୍ନାଥ…