Tag ଚାଙ୍ଗୁନୃତ୍ୟ

ଚାଙ୍ଗୁନୃତ୍ୟ

ଲେଖା: ଆଦିତ୍ୟ କୁମାର ନାୟକ ଓଡ଼ିଶାର ଅନାଲୋଚିତ ଲୋକନୃତ୍ୟ ଚାଙ୍ଗୁନୃତ୍ୟ । ପାହାଡ଼ି ଝରଣାର ମନମତାଣିଆ କୁଳୁକୁଳୁ ନାଦ ପରି ଆଦିବାସୀଙ୍କର ଜୀବନର ପ୍ରତିଟି ମୁହୂର୍ତ୍ତ ନୃତ୍ୟସଙ୍ଗୀତରେ ପରିପୂର୍ଣ୍ଣ । ନୃତ୍ୟ ଗୀତ ଆଦିବାସୀଙ୍କର ଜୀବନର ଏକ ଅବିଛେଦ୍ୟ ଅଙ୍ଗ । ଆଉ ସବୁଠୁ ବଡ଼ କଥା ହେଲା ଅନ୍ୟ ନର୍ତ୍ତକନର୍ତ୍ତକୀ  ଅନ୍ୟର ମନରଞ୍ଜନ ପାଇଁ…