Physical Address
Sai Samarpanam, Satya Vihar, Bhubaneswar

~ ଓଡିଆ ବୀର ଚନ୍ଦନ ହଜୁରୀ ବା ଚାଖି ଖୁଣ୍ଟିଆ ~ ଲେଖା: ଅମୃତେଶ ଖଟୁଆ ଭାରତୀୟ ସ୍ଵତନ୍ତ୍ରତା ସେନାନୀମାନଙ୍କ ମଧ୍ୟରେ ଯେଉଁ ଉଦାତ୍ତ ଲୋକଶକ୍ତିର ଉଦୟଲଗ୍ନ ଘଟିଥାଏ, ତହିଁ ମଧ୍ୟରେ ଫିରିଙ୍ଗି ସମଷ୍ଟିକୁ ପ୍ରତିହତ କରିବା ପାଇଁ ଯେଉଁ ସ୍ଵାଧୀନଧର୍ମା ମାନେ ଆଗେଇ ଆସିଥିଲେ, ସେମାନଙ୍କ ମଧ୍ୟରେ ଉତ୍କଳୀୟ ମାନଙ୍କ ଭୂମିକା ମଧ୍ୟ ଗୁରୁସ୍ଥାନୀୟ…

ସୌରଭିତ ସୃଷ୍ଟି: ଚନ୍ଦନ ହଜୁରୀ (ଚାଖିଖୁଣ୍ଟିଆ) ସେ ଥିଲେ ସିପାହୀ ବିଦ୍ରୋହର ଅନ୍ୟତମ ରଥୀ। ଦେଶପ୍ରେମୀ। ପୁଣି ଶ୍ରୀଜଗନ୍ନାଥଙ୍କ ପରମ ସେବକ। ସେ ଚନ୍ଦନ ହଜୁରୀ, ସିପାହୀ ବିଦ୍ରୋହର ଚାଖି ଖୁଣ୍ଟିଆ। ପ୍ରାତଃ ସ୍ମରଣୀୟ ଅସାଧାରଣ ଓଡ଼ିଆ ବୀର । ସେବକ ଜଗନ୍ନାଥଙ୍କର ସିଏ। ସମର୍ପିତ ଭକ୍ତ, ଭଣିତା କରିଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ‘ଚକାନୟନକୁ ପତିତ…

ଲେଖା: ନିରଞ୍ଜନ ସାହୁ “ଚକା ନୟନକୁ ପତିତ କେହି, ଡକାଇ ଖର ନିଶ୍ଵାସ ପକାଇ ଡକା ପକାଇ ଗରୁଡ଼ ପଛରେ, ବକାରି ! ମୋ ଆର୍ତ୍ତ ଶୁଣ ସତ୍ଵରେ ହେ ଡକ୍କା ବାଜୁଛି ମହିମା ହେ, ଠକାରି କରି କର୍ଣ୍ଣେ ଗିର ନ ଶୁଣ, କାହିଁକି ବିଚିତ୍ରକର୍ମା ହେ” । ସର୍ବନିୟନ୍ତା ଶ୍ରୀଜଗନ୍ନାଥଙ୍କ ଗରୁଡ଼ ସ୍ତମ୍ଭ…

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଆ ବୀରାଙ୍ଗନା ରାଣୀ ଶୁକଦେଇ ~ “ହେ ଉତ୍କଳ ! କହିପାରୁ ନାହିଁ, ରାଣୀ ଦୁର୍ଗାବତୀ, ଭୀମସିଂ ଗୃହିଣୀ ପଦ୍ମିନୀ, ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ପ୍ରଭୃତି ବୀରାଙ୍ଗନା ମାନଙ୍କର ଅଦ୍ଭୁତ ଚରିତ ତୁମ୍ଭ ମାନସରେ ଅଦ୍ଭୁତ ସାହସ ପ୍ରଦାନ କରେ ଏବଂ ମନରେ ସ୍ଥିର କରି ନିଶ୍ଚୟ ନାରୀ ଜାତିର…