Tag ଘୁମୁରା

ଘୁମୁରା

ଲେଖା: ଦେଵ ତ୍ରିପାଠୀ ଆମ ଓଡ଼ିଶାର ଯେଉଁ ଅଞ୍ଚଳଟି ବିଗତ କେଇ ଦଶନ୍ଧି ଧରି, କ୍ଷୁଧା ଓ ଦାରିଦ୍ର୍ୟର ତାଡ଼ନାରେ ମା’ଟିଏ କୋଳର ଶିଶୁକୁ ବିକିବା ଓ ନାରୀଟିଏ ଦେହ ବିକିବାକୁ ନେଇ ସମଗ୍ରବିଶ୍ଵରେ ବଦନାମୀ ବ୍ରାଣ୍ଡ ‘କେବିକେ’ର ଅଂଶଭାବେ ପରିଚିତ, ସେ ଅଞ୍ଚଳର ନାମ କଳାହାଣ୍ଡି । ଅପରପକ୍ଷରେ, କଳାର ଦେଶ ଉତ୍କଳର ବୈଚିତ୍ର୍ୟମୟ,…

ଡାଲଖାଇ

ଓଡ଼ିଶାରେ ଲୋକନାଟ୍ୟ, ନୃତ୍ୟ ପରମ୍ପରା ବହୁ ପୁରାତନ ଓ ପାରମ୍ପରିକ ଅଟେ।ଆମ ରାଜ୍ୟର ସଂସ୍କୃତି, କଳା ଓ ଧର୍ମଧାରଣାର ଏହା ଏକ ସମନ୍ୱିତ ରୂପବିଭବ। ସହସ୍ରାଧିକ ଲୋକମାନଙ୍କର ମନୋରଞ୍ଜନ ନିମନ୍ତେ ଉଦ୍ଦିଷ୍ଟ। ଗ୍ରାମବହୁଳ ଓଡ଼ିଶାର ଜୀବନଯାତ୍ରା ସହ ଜଡ଼ିତ ମେଳା ମହୋତ୍ସବ ମାନଙ୍କରେ ସାମୟିକ ଆନନ୍ଦ ପାଇଁ ଏହି ଲୋକନୃତ୍ୟ ମାନ ଅନୁଷ୍ଠିତ ହୋଇଥାଏ . .

ଢିଙ୍କି

ଲେଖା: ଦେବ ତ୍ରିପାଠୀ ଗାଁ ମାଟିର ତୁଟାଇ ଶିରୀ ସହର ଚାହେଁ ଉଙ୍କି, ବଗଡା ଭାତ ରୁଚୁନି ଆଉ ଅଲୋଡ଼ା ଆଜି ଢିଙ୍କି II ଦିନକୁଦିନ ଯନ୍ତ୍ରସଭ୍ୟତା ଭିତରେ ପେଷି ହୋଇ ଯାଉଥିବା ମଣିଷ ହରାଇବସୁଛି ନିଜର କର୍ମଦକ୍ଷତା । ଏହି ସମାଜ ଆଧୁନିକତା ଛଳରେ ସହରୀସଭ୍ୟତା ସହ ନିଜକୁ ତଉଲି ଚାଲିବାର ଉଦ୍ୟମ କରିଛି…

ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ

ଲେଖା: ଶିବାଶିଷ ମହାପାତ୍ର ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ,  ସଂସ୍କୃତି, ପରମ୍ପରା ତଥା ଚାଲିଚଳନ ପୂର୍ବ ଓଡ଼ିଶାନୁ ଅଲଗା । ଅଲଗା ଇତାର ଭାଷା ତଥା ନାଚ ତଥା ଗୀତ । ଆଜିବି ଇ ଯାଗା ତଥା ବିଭିନ୍ନ ସମିଆରେ ପାରମ୍ପରିକ ଲୋକଗୀତ ଆଉ ଲୋକନୃତ୍ୟ କେ ନୁରା ଯାଏସି ଲୋକବାଦ୍ୟର ସାଙ୍ଗେ । ଗୋଡ଼୍ ମାନେ…