Tag ଗୋବିନ୍ଦ ରଥ

ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟ

ଲେଖା: ଦେଵ ତ୍ରିପାଠୀ ଉତ୍କଳକୁ ସେ ଆପଣାର ମାତୃଭୂମି ଜ୍ଞାନ କରି ପୂଜା କରୁଥିଲେ, ପ୍ରାଣଠୁ ବଳି ଭଲ ପାଉଥିଲେ । ଉତ୍କଳରେ ଇତିହାସର ଅଭାବ ଦେଖି ସେ ବହୁଗ୍ରନ୍ଥ, ପୁରାତନ ରାଜକୀୟ ନଥି ଓ ମାଦଳା ପାଞ୍ଜି ଆଦି ଗବେଷଣା କରି ଗୋଟିଏ ଓଡ଼ିଆ ଇତିହାସ ସଂକଳନ କରିଥିଲେ । ଓଡ଼ିଶା ପ୍ରତି ତାଙ୍କର…