Tag ଗୋଦାବରୀ ଦେବୀ

ଗୋଦାବରୀ ଦେବୀ

ଲେଖା: ନିରଞ୍ଜନ ସାହୁ ୧୯୩୪ ମସିହା ମଇ ମାସ ୩୧ ତାରିଖର ରୌଦ୍ରଦଗ୍ଧ ମଧ୍ୟାହ୍ନ । ଯାଜପୁର ବରୀ ଅଞ୍ଚଳର ବାଗଦା ଗ୍ରାମର ଚୌଧୁରୀ ବାମନ ଚରଣ ଦାସଙ୍କ ଚଉପାଢ଼ୀ । ସେତେବେଳର ଲଙ୍ଗଳା ଫକୀର ବାପୁଜୀ ବିଶ୍ରାମ ନେଉଥାନ୍ତି ଚଉପାଢ଼ୀ ଉପରେ । ଟିକେ ଦୂରରେ ଥାଆନ୍ତି ଓଡ଼ିଆ ଜାତିର ଚିର ନମସ୍ୟ ଗୋପବନ୍ଧୁ…

ସରଳା ଦେବୀ

ଲେଖା: ନିରଞ୍ଜନ ସାହୁ ୧୯୩୦ ମସିହା। ସତ୍ୟାଗ୍ରହ ଆନ୍ଦୋଳନ ବେଶ୍ ସକ୍ରିୟ ହୋଇ ଉଠୁଥାଏ ଭାରତବର୍ଷରେ। ଓଡ଼ିଶାରେ ତ ଅଭୂତପୂର୍ବ ସଫଳତା ମଧ୍ୟରେ ଆଗେଇ ଚାଲିଥାଏ। ଏହି ସମୟରେ ଜୁଲାଇ ମାସରେ ରେଳଗାଡ଼ିଟିଏ କଟକ ବାଟ ଦେଇ ଯାଉଥାଏ ମାନ୍ଦ୍ରାଜ ସହର ଅଭିମୁଖେ,’ମାନ୍ଦ୍ରାଜ ମେଲ୍’। ହଠାତ୍ କୌଣସି କାରଣ ନଥାଇ କୌଣସି ଷ୍ଟେସନ ନଥାଇ ରେଳଗାଡ଼ି…