Physical Address
Sai Samarpanam, Satya Vihar, Bhubaneswar

ଲେଖା: ଜଗନ୍ନାଥ ଦୋରା ଅବହେଳିତ ଜଉଗଡ଼ (Jaugada), କଳିଙ୍ଗ ଇତିହାସର ଶିଳାଲେଖ । କଳିଙ୍ଗ ଇତିହାସର ସର୍ବପୁରାତନ ମୁକସାକ୍ଷୀ ହେଉଛି ଜଉଗଡ଼, ଯାହାକି ଗାରିମାମୟ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ପଞ୍ଚାୟତରେ ଅବସ୍ଥିତ । ଏଠାକାର ଶିଳାଲେଖଗୁଡିକ ୨୦୬୦ ବର୍ଷ ପୁରୁଣା, ଯାହାକି ଖ୍ରୀଷ୍ଟପୂର୍ଵ ୨୬୧ରେ ଅଶୋକଙ୍କ ସମୟରେ ଲେଖା ଯାଇଥିଲା ବୋଲି ପ୍ରତ୍ନତାତ୍ତ୍ୱିକ…

ଲେଖା: ରବୀନ୍ଦ୍ର କୁମାର ରଣା ମଧ୍ୟଯୁଗୀୟ ଓଡ଼ିଶାର ପ୍ରାଚୀନ କଳା ଓ ସଂସ୍କୃତି ସମ୍ପନ୍ନ ଐତିହାସିକ ଗ୍ରାମ ହେଉଛି ଗଞ୍ଜାମର ଆଠଗଡ଼ପାଟଣା । ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀର ୧୫ରୁ ଉର୍ଦ୍ଧ୍ବ ପ୍ରାଚୀନ କିର୍ତ୍ତିରାଜି ଏହି ଗ୍ରାମରେ ଦେଖିବାକୁ ମିଳେ । ଇତିହାସର ତଥ୍ୟାବଳୀ ଅନୁଯାୟୀ ତକି ଖାଁର ଜଗନ୍ନାଥ ମନ୍ଦିର ଆକ୍ରମଣ ସମୟରେ ଏହି…

ଲେଖା: ସନ୍ତୋଷ ପଟ୍ଟନାୟକ ଗଞ୍ଜାମରେ ଅଷ୍ଟାଦଶ ଶତାଦ୍ଦୀର ପଞ୍ଚମ ଦଶକରୁ ବିଂଶ ଶତାବ୍ଦୀର ମଧ୍ୟଭାଗ ଯାଏଁ ଲୋକନାଟକର ପଦଚିହ୍ନ ଥିଲା । ଏହି ସମୟକୁ ଗଞ୍ଜାମ ଲୋକନାଟକର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇପାରେ । ସବୁ ଗାଁରେ ମଠମନ୍ଦିର ଥିଲା । ପୂଜାପାର୍ବଣ ଅନୁଷ୍ଠିତ ହେଉଥିଲା । ଧର୍ମୀୟ ଉତ୍ସବରେ ଲୋକନାଟ୍ୟ ପରିବେଷିତ ହେଉଥିଲା…

~ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ~ ଲେଖା: ଅମୃତେଶ ଖଟୁଆ “ଅଜ୍ଞ ସାଧାରଣ ନିନ୍ଦାକୁ ନ ଡ଼ରି, ପାଆନ୍ତୁ ସଂସ୍କାର କରି ସତ୍ବର, କେହି ମୂଢ଼ମତି କଲେ ହେଁ ଆପତ୍ତି ଅବଶ୍ୟ ସହାୟ ହେବେ ଈଶ୍ୱର।” ମୁକ୍ତିମଣ୍ଡପ ବିରୋଧରେ ଅନ୍ଧପରାଏ ସକଳେ ଯେତେବେଳେ ଥାଆନ୍ତି ତୂଷ୍ଣୀଭୂତ, ଏକା ସେତେବେଳେ ଏହି ‘ନିବେଦନ’ ସ୍ଵରରେ ଛଳନାକ୍ତ ରକ୍ଷଣଶୀଳତାକୁ…

ଲେଖା: ଦେଵ ତ୍ରିପାଠୀ ଫୁଲର ବଡ଼ ବଜାର କହିଲେ ଆମେ ଭୁବନେଶ୍ୱରକୁ ହିଁ ବୁଝୁ ! ଇଂରାଜୀ ନୂଆବର୍ଷ କିମ୍ବା ସେପରି କିଛି ଅବସରରେ ଏଠି କୁଆଡ଼େ କୋଟି କୋଟି ଟଙ୍କାର ଫୁଲ ବିକ୍ରି ହୁଏ ! ହେଉଥିବ ! କୃତ୍ରିମତାରେ ଭରା ସହରରେ କୃତ୍ରିମ ଫୁଲର ଚାହିଦା ଅବଶ୍ୟ ଖୁବ୍ ବେଶୀ ! ତେବେ…

ଉତ୍ତରପ୍ରଦେଶ ରାଜ୍ୟର ବହୁଳାଂଶ ଓ ବିହାର ପ୍ରଦେଶର କେତେକାଂଶରେ ଅନ୍ୟ ରାଜ୍ୟର ପାନ ତୁଳନାରେ ଲୋକପ୍ରିୟତା ହାସଲ କରିପାରିଥିଲା ଆମ ହିଞ୍ଜିଳିକାଟୁ ତଥା ଆଖପାଖ ଅଞ୍ଚଳର ପାନ ! ବନାରସୀ ପାନ ବୋଲି ଯେଉଁ ନାମ ଡ଼ାକ, ସେଇ ପାନ କହିଲେ ମୁଖ୍ୟତଃ ଗଞ୍ଜାମର ପାନପତ୍ରକୁ ହିଁ ବୁଝାଇଥାଏ, ପାନର ମସଲା ଅବଶ୍ୟ ଭିନ୍ନ . .

ଲେଖା: ଦେଵ ତ୍ରିପାଠୀ ଦିନ ଥିଲା ! ସଦାଭାଇବ୍ରାଣ୍ଟ ରେଶମନଗରୀ ବ୍ରହ୍ମପୁରଠାରୁ ୩୨କି.ମି. ଦୂର ଉତ୍ତର-ପୂର୍ବ ଋଷିକୂଲ୍ୟା ନଦୀତୀରର ସାମାନ୍ୟ ଉପର ପଟେ ଅବସ୍ଥିତ ବନ୍ଦରଟି ଦେଇ ଦିନେ ପାଟଲୁଗା, ଶାଢ଼ୀ, ହାତୀଦାନ୍ତ, ମଖମଲି କନା, ନଡ଼ିଆ ପ୍ରମୁଖ ସାମଗ୍ରୀ ଉତ୍କଳ ଭୂମିରୁ ରପ୍ତାନି ହେଉଥିଲା ! ଇଣ୍ଡୋନେସିଆ, ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ବ୍ରହ୍ମଦେଶ…

ଲେଖା: ସନ୍ତୋଷ ପଟ୍ଟନାୟକ ଆବାହମାନ କାଳରୁ ସାମାଜିକ ଜୀବରେ ଲୋକନୃତ୍ୟ, ଲୋକସଙ୍ଗୀତ ଓ ଲୋକବାଦ୍ୟ ସର୍ବଦା ବିଶେଷ ଭୂମିକା ନେଇଆସିଛି । ବିଶେଷକରି ଦୈନନ୍ଦିନ ଜୀବନର ବ୍ୟସ୍ତତା ମଧ୍ୟରେ କିଛି ଆନନ୍ଦ ଓ କିଛି ସାମାଜିକ ତୃଷ୍ଟି ନିମନ୍ତେ ସନ୍ଧ୍ୟାରେ ଗ୍ରାମ ଦାଣ୍ଡରେ, କୋଠଘରେ କିମ୍ବା ଭାଗବତ ଟୁଙ୍ଗୀରେ ଦାସକାଠୀ, ସଖିନାଟ, ଘୁଡ଼ୁକି, ପାଲା ଓ…

ଉପସ୍ଥାପନା: ଦେଵ ତ୍ରିପାଠୀ ଦିଗନ୍ତ ବିସ୍ତାରି ପାହାଡ଼ର ପହଣ୍ଡି ‘ଦିଗପହଣ୍ଡି’ । ଦିଗ ଓ ପୁଦିଆ ସର୍ଦ୍ଦାରଙ୍କ କିମ୍ବଦନ୍ତୀର ଗାଁ ଦିଗପହଣ୍ଡି । ‘ଗଙ୍ଗବଂଶାନୁଚରିତମ୍’ (୧୭୫୦)ର ‘ଦିକ୍ ପହଣି’, ମାଲବିଙ୍କ (୧୮୮୭) ‘ଦିଗପୁଦି’, ଭୀମସେନ ପାଣିଗ୍ରାହୀଙ୍କ ‘ଖେମୁଣ୍ଡି ଇତିହାସ’ (୧୯୦୯) ଠାରୁ ଦୀନନାଥ ପାଠୀଙ୍କ ‘ଦିଗପହଣ୍ଡିର ଡ୍ରଇଂମାଷ୍ଟ୍ରେ’ (୧୯୯୦) ବିବର୍ତ୍ତିତ ଇତିହାସର ସ୍ବାକ୍ଷର ବହନ କରୁଛି…

ଲେଖା: ଦେଵ ତ୍ରିପାଠୀ ଗାଁ ମୁଲକର ସଞ୍ଜ ସତରେ ନିଆରା, ଅଭୁଲା । ସାରାଦିନର ଅକ୍ଲାନ୍ତ ପରିଶ୍ରମ ପରେ ଘରକୁ ଫେରନ୍ତି ଚଷାଭାଇମାନେ, ଖଟିଖିଆ ମାନେ, ପକ୍ଷୀମାନେ ହୋଇ ଯା’ନ୍ତି ନୀଡ଼ ମୁହାଁ । ଘଣ୍ଟଘଣ୍ଟା ଓ କରତାଳ ମିଶା ହରିଭଜନ ଭାସିଆସେ ଅଦୂରର କେଉଁ ମନ୍ଦିର କି ଗ୍ରାମଦେବତୀ ପୀଠରୁ । ସହରରେ ସିନା…