Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ପୂର୍ଣ୍ଣେନ୍ଦୁ ମହାପାତ୍ର ~ ଜିରାଙ୍ଗ ବା ଚନ୍ଦ୍ରଗିରିର ପଦ୍ମସମ୍ଭବ ବୌଦ୍ଧପୀଠ ~ ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାରେ ରହିଛି ଦକ୍ଷିଣ ଏସିଆର ସର୍ବବୃହତ୍ ବୌଦ୍ଧପୀଠ ପଦ୍ମସମ୍ଭବ ମହାବୀର ପୀଠ । ବ୍ରହ୍ମପୁରଠାରୁ ୮୫ କିଲୋମିଟର ଦୂରରେ ଗଜପତି ଜିଲ୍ଲାର ଜିରାଙ୍ଗ ବା ଚନ୍ଦ୍ରଗିରିରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀଟି ମନକୁ ଯେତିକି ଶାନ୍ତି ପହଞ୍ଚାଇଥାଏ,…
ଲେଖା: ସତ୍ୟଜିତ ପଣ୍ଡା ~ ହେରାପଞ୍ଚମୀ ~ ହେରାପଞ୍ଚମୀ, ହେରା ଅର୍ଥ ଦେଖିବା, ମାଆ ହେରାପଞ୍ଚମୀ ତିଥିରେ ପ୍ରଭୁଙ୍କୁ ଟିକେ ଦେଖିବେ। ଓଡ଼ିଆ ଘରର ପରମ୍ପରା, ସଂସ୍କୃତି। ସ୍ଵାମୀ ଦୁଃଖଦେଲେ ସ୍ତ୍ରୀ ଟିକେ ରାଗିଯାଇ ରାଗ ସୁଜେଇବା ପାଇଁ କଳି କରେ। ଓଡ଼ିଆ ଘରର କଥା ଏଇ ହେରାପଞ୍ଚମୀ। ଆରେ . . ! ଏ…
ଲେଖା: ଦେବୀ ପ୍ରସାଦ ଦାସ ୧୮୧୮ ମସିହାର କଥା । ଯାଜପୁରରେ ରହୁଥିଲେ ବନ୍ଧୁ ମହାନ୍ତି । ଘୋର ଆର୍ଥିକ ଅନାଟନରେ ଥାଇ କାଳାତିପାତ କରୁଥିଲେ ମଧ୍ୟ ଭକ୍ତ ବନ୍ଧୁ ମହାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗଭୀର ଭକ୍ତି କରୁଥିଲେ । ସବୁକଥାରେ ସେ ତାଙ୍କ ସ୍ତ୍ରୀଙ୍କୁ ପୁରୀରେ ତାଙ୍କର ଏକ ବନ୍ଧୁ ଅଛନ୍ତି ଏବଂ ସେ…
ଲେଖା: ମିହିର ପଟ୍ଟନାୟକ ପଦ୍ମଫୁଲ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କ ଖୁବ ନିବିଡ। କେବଳ ସେଇଥି ପାଇଁ ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମ ସହ ତୁଳନା କରାଯାଏ । ଫୁଲମାନଙ୍କ ଭିତରେ କମଳ ବା ପଦ୍ମ ଶ୍ରେଷ୍ଠ ହୋଇଥିବାରୁ ପ୍ରଭୁଙ୍କୁ ବର୍ଷକୁ ଗୋଟିଏ ଥର ପଦ୍ମବେଶରେ ସଜ୍ଜିତ କରାଯାଏ। ସେଇ ରାତିରେ କାଳିଆ ଠାକୁରଙ୍କ ନିତ୍ୟ…
ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ଆମ ଗଜପତି ଠାକୁର ରାଜାଙ୍କର ଦୈନନ୍ଦିନୀ ପାଇଁ ପ୍ରଚଳିତ ଥିଲା ସ୍ଵତନ୍ତ୍ର ଶବ୍ଦ । ଆଜିକାଲି ରଜା-ପ୍ରଜାଙ୍କ ମଧ୍ୟରେ ସେମନ୍ତ କିଛି ଭେଦ ରହିଯାଇନାହିଁ କିନ୍ତୁ ଆଗକାଳରେ ଏମନ୍ତ ନଥିଲା । ଆଗେ ସନାତନୀମାନେ ରାଜାଙ୍କୁ ଦେଵତାସମ ମାନ୍ୟ କରୁଥିଲେ ଏଵଂ ଏଥିପାଇଁ ସାଧାରଣଜନଙ୍କ ପ୍ରତି ଯେଉଁ ଯେଉଁ ଶବ୍ଦ…
ଲେଖା: ଶ୍ରୀପୁରୁଷୋତ୍ତମ କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ରାଧାଦାମୋଦର ବେଶ ହୋଇଥାଏ। ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳଧୂପ ବା ବାଳଭୋଗ ନାମରେ ପରିଚିତ। ସକାଳଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଖୁଦି, ଚାଉଳିଆ, ସେଓ, କମଳା,…
ଲେଖା: ଦେବ ତ୍ରିପାଠୀ ଏକଦା କଳିଙ୍ଗ ଥିଲା ରାଜା-ମହାରାଜାଙ୍କ ଗୌରବମଣ୍ଡିତ ଚାରୁକଳାର ରାଜ୍ୟ । ବିଶାଳ ଓ କୃଷ୍ଣକାୟ ହସ୍ତୀ ପାଇଁ ପ୍ରସିଦ୍ଧ ଏଇ ରାଜ୍ୟରେ ରାଜା ହସ୍ତୀପୃଷ୍ଠରେ ବସି ପାରିଧି କରିବା ଥିଲା ପରମ୍ପରା । କଳିଙ୍ଗର ଅରଣ୍ୟ ଥିଲା ବିଶାଳକାୟ ଦନ୍ତୀ (ମାଈ ଦନ୍ତାହାତୀ) ପାଇଁ ପ୍ରସିଦ୍ଧ । ଉତ୍କଳୀୟ ଧର୍ମ,…