Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଶ୍ରୀକାନ୍ତ ସିଂହ ~ ତ୍ରିବେଣୀଶ୍ୱର ମହାଦେବ ମନ୍ଦିର ~ ସମୟର ଆବର୍ତ୍ତରେ ଅନେକ ଇତିହାସ ଅଜଣା, ଅଶୁଣା ଓ ଅଚିହ୍ନା ହୋଇ ରହିଯାଇଥାଏ; ସାଧାରଣ ଲୋକଙ୍କ ଅଗୋଚରରେ ଏକାନ୍ତ ଭାବେ ଅପରିଚିତ ହୋଇ ପଡ଼ିରହିଥାଏ l ସେହିପରି ଏକ ଅଜଣା, ଅପରିଚିତ ଅବା ସ୍ୱଳ୍ପ ପରିଚିତ ପ୍ରାଚୀନ ଇତିହାସ ହେଉଛି ତ୍ରିବେଣୀଶ୍ୱର ମହାଦେବ…
ଲେଖା: ନିରଞ୍ଜନ ସାହୁ ~ ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ର ~ ଇତିହାସ ଏକ ନିରବଚ୍ଛିନ୍ନ ଘଟଣା ପ୍ରବାହର ବର୍ଣ୍ଣନା । ଜାତି ପରେ ଜାତି, ବଂଶ ପରେ ବଂଶ ଓ ବ୍ୟକ୍ତି ପରେ ବ୍ୟକ୍ତିର କ୍ରମନ୍ଵୟତା ଓ ଘଟଣାର ଆବୃତ୍ତି, ପୁନରାବୃତ୍ତି ମଧ୍ୟରେ ସତ୍ୟ ଓ ପ୍ରାମାଣିକତା ହିଁ ଇତିହାସ । ଯୁଗ କ୍ରମରେ,…
ସୌରଭିତ ସୃଷ୍ଟି: ଡ. ମାୟାଧର ମାନସିଂହ ମହାନ କବି ଡ. ମାୟାଧର ମାନସିଂହଙ୍କ ଅମଳିନ କବିତା କୋଣାର୍କ I ~ କୋଣାର୍କ ~ ହେ କୋଣାର୍କ ବିଗତ ଯୌବନା ମୌନ-ଦୁଃଖେ ସୈକତ ଶୟନା ତୋର ଏହି ଜୀର୍ଣ୍ଣ ଦେହେ ଅଦ୍ୟାପି ଗୋ ବିମୁଗ୍ଧ ନୟନେ ଚାହେଁ ବିଶ୍ୱ, କରୁଣାରେ ତେଜି ଅଶ୍ରୁ ତୋ ଦୁଃଖ-ଶୟନେ ଜଗତର…
ଲେଖା: ଦେଵ ତ୍ରିପାଠୀ “ଆଉ ନିଦ୍ରାର ସମୟ ନାହିଁ, ଜଗତବ୍ୟାପୀ ଏଇ ସ୍ରୋତର ଅନୁକୂଳରେ ଯିବା ପାଇଁ ଆସ ପ୍ରସ୍ତୁତ ହେବା । xxx xxxx Sacrifice is the test of love. ଏହି ତ୍ୟାଗଶୀଳତା ଦ୍ଵାରା ଆମ୍ଭେମାନେ ସମସ୍ତଙ୍କର ହୃଦୟ ଆକର୍ଷଣ କରିପାରିବା । ଆମ ସମ୍ମୁଖରେ ପଡିରହିଛି ବିଶାଳ କର୍ମକ୍ଷେତ୍ର ।…
ଲେଖା: ଶାନ୍ତନୁ ପାଲ ବ୍ରିଟିଶ ସାମ୍ରାଜ୍ୟ କେବେ ଆରମ୍ଭ ହେଲା, ସଠିକ ଭାବରେ କହିବା କଠିନ, କିନ୍ତୁ ପତନ ନିଶ୍ଚିତ ଭାବରେ ଦ୍ବିତୀୟ ବିଶ୍ୱଯୁଧ୍ୟ ପରେ ପରେ ଆରମ୍ବ ହୋଇଯାଇଥିଲା ଓ ପାଖା ପାଖି 1960 ବେଳକୁ ସମସ୍ତ କଲୋନୀ ସ୍ୱାଧୀନତା ହାସିଲ କରିଯାଇଥିଲେ ଓ ଏବେତ କର୍ପୂର ଉଡିଯାଇଥିବା କନା ପରି କିଛି ଶୁଖିଲା…
ଲେଖା: ଦେଵ ତ୍ରିପାଠୀ “ବାଙ୍କୀଗଡେ ମା’ ଚର୍ଚ୍ଚିକା ସିନ୍ଦୂର ମଣ୍ଡିତା, ଅଷ୍ଟଚଣ୍ଡୀ ମଧ୍ୟେ ନାମ ଉତ୍କଳ ବନ୍ଦିତା, ଭକ୍ତଙ୍କ ହିତ ସାଧନେ ବାଙ୍କୀଗଡ଼େ ଉଭା ଯୁଗେ ଯୁଗେ ମା’ ଚର୍ଚ୍ଚିକା ବିରାଜନ୍ତି ଶୋଭା, ଭକ୍ତଙ୍କୁ କୋଳକୁ ଟାଣି, କପାଳରେ ହାତ ଦେଇ ବରଷନ୍ତି କୃପାଜଳ ଅବିରତ II” ମାତୃଶକ୍ତି ଯୁଗେ ଯୁଗେ ବନ୍ଦନୀୟା । ସେ…
ଲେଖା: ଦେଵ ତ୍ରିପାଠୀ ସୂର୍ଯ୍ୟଙ୍କର ସ୍ଵନକ୍ଷତ୍ର ଦିବସ ହେଉଛି ମାଘସପ୍ତମୀ । ସୂର୍ଯ୍ୟ ସକଳ ଶକ୍ତିର ଆଧାର ହୋଇଥିବାରୁ ପୁରାଣଯୁଗଠାରୁ ଆରମ୍ଭ କରି ପ୍ରାଚୀନ ଇତିହାସ ଏବଂ ଆଜି ମଧ୍ୟ ସୂର୍ଯ୍ୟଙ୍କ ଉପାସନା ଦେଖିବାକୁ ମିଳେ । ବିଶେଷତଃ ଜନ୍ମତିଥି ଅବସରରେ ଏହା ଭାରତର ସର୍ବତ୍ର ପାଳିତ ହୋଇଥାଏ । ଆମ ରାଜ୍ୟର ଲୋକସଂସ୍କୃତିରେ ସୂର୍ଯ୍ୟଦେବ…
ଲେଖା: ଦେବ ତ୍ରିପାଠୀ ଏକଦା କଳିଙ୍ଗ ଥିଲା ରାଜା-ମହାରାଜାଙ୍କ ଗୌରବମଣ୍ଡିତ ଚାରୁକଳାର ରାଜ୍ୟ । ବିଶାଳ ଓ କୃଷ୍ଣକାୟ ହସ୍ତୀ ପାଇଁ ପ୍ରସିଦ୍ଧ ଏଇ ରାଜ୍ୟରେ ରାଜା ହସ୍ତୀପୃଷ୍ଠରେ ବସି ପାରିଧି କରିବା ଥିଲା ପରମ୍ପରା । କଳିଙ୍ଗର ଅରଣ୍ୟ ଥିଲା ବିଶାଳକାୟ ଦନ୍ତୀ (ମାଈ ଦନ୍ତାହାତୀ) ପାଇଁ ପ୍ରସିଦ୍ଧ । ଉତ୍କଳୀୟ ଧର୍ମ,…