Tag ଉତ୍କଳରତ୍ନ

ଉତ୍କଳରତ୍ନ ପ୍ରଫେସର ପଠାଣି ପଟ୍ଟନାୟକ 

ଲେଖା: ଦେଵ ତ୍ରିପାଠୀ “ଜୀବନର ଚଲାପଥ”ରେ ସେ ପଢିଥିଲେ ଅସଂଖ୍ୟ ସାହିତ୍ୟିକଙ୍କୁ, ପରଖିଥିଲେ ସେମାନଙ୍କ କୃତିକୁ, ପରଖି ଦେଖୁ ଦେଖୁ ସେ ବନିଯାଇଥିଲେ ଗବେଷକ, ଓଡ଼ିଆ ଗବେଷଣା ସାହିତ୍ୟ ଜଗତର କିମ୍ୱଦନ୍ତୀ ପୁରୁଷ; “ଜୀବନର ଚଲାପଥ”ରେ ସେ ମଧ୍ୟ ଦିଗ ଦର୍ଶାଇ ଥିଲେ ଅସଂଖ୍ୟ ସାହିତ୍ୟିକଙ୍କୁ, ସେ ଓଡ଼ିଆ ଗବେଷଣା ସାହିତ୍ୟ ଜଗତର ଭୀଷ୍ମ ପିତାମହ…

ଜୟନ୍ତ ମହାପାତ୍ର

ଲେଖା: ଦେଵ ତ୍ରିପାଠୀ ଭାରତମାଟିର ପାବ୍ଲୋ ନେରୁଦା କବି ଉତ୍କଳରତ୍ନ ପ୍ରଫେସର ଜୟନ୍ତ ମହାପାତ୍ର । ପଦାର୍ଥ ବିଜ୍ଞାନର ପ୍ରଧ୍ୟାପକ ଭାବରେ ସେ ହୃଦୟଙ୍ଗମ କରିପାରିଥିଲେ ଯେ ଏଇ ବିଜ୍ଞାନର ଉର୍ଦ୍ଧ୍ବରେ ଅନେକ କିଛି ଅଛି ଯାହା ଏହି ବିଜ୍ଞାନ କେବେ ଦେଇପାରିବ ନାହିଁ । ଏଇ ବିଜ୍ଞାନ କେବେ ଆତ୍ମାକୁ ଛୁଇଁ ପାରିବ ନାହିଁ…

ରାଧାମୋହନ ଗଡ଼ନାୟକ

ସମଗ୍ର ଓଡ଼ିଶାରେ ପ୍ରଥମ ଓ ବୋଧହୁଏ ଏକମାତ୍ର କବି ଯେ ସ୍ଵଲିଖିତ କବିତା ପରବର୍ତ୍ତୀ ସମୟରେ ନିଜେ ହିଁ ମହାବିଦ୍ୟାଳୟ ପାଠ୍ୟକ୍ରମରେ ପଢ଼ି ପରୀକ୍ଷା ଦେବାର ସୌଭାଗ୍ୟ ପାଇଥିଲେ । ସେ ଆମ ଉତ୍କଳ ମାଟିର ରତ୍ନ ମହାନ କବି ରାଧାମୋହନ ଗଡ଼ନାୟକ !

ସତ୍ୟନାରାୟଣ ରାଜଗୁରୁ

ଲେଖା: ଦେଵ ତ୍ରିପାଠୀ ସେ ଥିଲେ ସତ୍ୟର ସନ୍ଧାନୀ, ସତ୍ୟର ସାଧକ, ସତ୍ୟ ଅନ୍ୱେଷଣ ପାଇଁ ଉତ୍ସର୍ଗୀକୃତ ତାଙ୍କର ଆଜନ୍ମମୃତ୍ୟୁ ଜୀବନ, ସେ ଥିଲେ ବହୁବିଧ ପ୍ରତିଭାର ଅଧିକାରୀ, ଆମ ରାଜ୍ୟର ପ୍ରଥମ ଲିପିତତ୍ତ୍ୱବିଦ୍, ପ୍ରତ୍ନତତ୍ତ୍ୱବିଦ୍, ଐତିହାସିକ, ଗବେଷକ, ନାଟ୍ୟକାର, ପ୍ରାବନ୍ଧିକ, ସଙ୍ଗଠକ, ସମ୍ପାଦକ ତଥା ମୁକ୍ତିସଂଗ୍ରାମୀ ଉତ୍କଳରତ୍ନ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ I…