Tag ଅରୁଣ ସ୍ତମ୍ଭ

ଅରୁଣ ସ୍ତମ୍ଭ

ଲେଖା: ପୂର୍ଣ୍ଣେନ୍ଦୁ ମହାପାତ୍ର ~ ଅରୁଣ ସ୍ତମ୍ଭ ~ ପୁରୀସ୍ଥିତ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନପାଇଁ ପ୍ରଥମେ ଦୁଇ ସ୍ତମ୍ଭଙ୍କୁ ଦର୍ଶନ କରିବାକୁ ପଡେ। ପ୍ରଥମ ଅରୁଣ ସ୍ତମ୍ଭ ଓ ଦ୍ୱିତୀୟରେ ଗରୁଡ଼ ସ୍ତମ୍ଭ। ଶ୍ରୀମନ୍ଦିର ବାହାରେ ସିଂହଦ୍ୱାର ସମ୍ମୁଖରେ (ପୂର୍ବ ଦ୍ୱାରରେ) ଅରୁଣସ୍ତମ୍ଭ ରହିଛନ୍ତି। ମନ୍ଦିର ଭିତରେ ରତ୍ନସିଂହାସନ ସମ୍ମୁଖରେ ଗରୁଡ଼ ସ୍ତମ୍ଭ ରହିଛନ୍ତି।…