Physical Address
Sai Samarpanam, Satya Vihar, Bhubaneswar
ଲେଖା: ଡ. ଜୟଶ୍ରୀ ନନ୍ଦ ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡ଼ିଆ ଘରର ପରମ୍ପରା । ସକାଳର ପୂଜା, ତୁଳସୀ ମୂଳେ ଜଳଦାନ, ଦୀପ ଭୋଗ ନୈବେଦ୍ୟ ଅର୍ପଣ ପ୍ରତିଦିନର ଆଦ୍ୟ ପୂଜା ମାଆ ତୁଳସୀଙ୍କ ପାଖରେ ହୁଏ । ତୁଳସୀ ପତ୍ର ନାରାୟଣଙ୍କୁ ଅର୍ପଣ କରାଯାଏ । ଶ୍ରୀଜଗନ୍ନାଥଙ୍କର…
ଲେଖା: ଡ. ଜୟଶ୍ରୀ ନନ୍ଦ ~ ତୁଳସୀ~ “କହନ୍ତି ପ୍ରଭୁ ଲକ୍ଷ୍ମୀପତି ଏମନ୍ତ ତିନି ବନସ୍ପତି ଅଏଁଳା ତୁଳସୀ ମାଳତୀ ଏ ତିନି ମୋହ ପ୍ରିୟବତୀ ସେ ବୃନ୍ଦାବତୀ ତିନିଗୁଣେ ତ୍ରିପୁରା ଆଜ୍ଞା ପରିମାଣେ। ବିଶେଷ ତୁଳସୀ ପ୍ରଧାନ ସଂସାରେ ମୋହରି ସମାନ । କହନ୍ତି ପ୍ରଭୁ ନାରାୟଣ ମୋ ଠାରୁ ଶ୍ରେଷ୍ଠ ବୋଲି ଜାଣ।…
ଲେଖା: ଡ. ଜୟଶ୍ରୀ ନନ୍ଦ ~ ତୁଳସୀ ଚଉଁରା ~ ଶ୍ରୀତୁଳସୀ ପ୍ରତିଘରେ ପୂଜା ପାଆନ୍ତି। ସୁଖ ଶାନ୍ତି ପ୍ରଦାୟିନୀ । ଓଡିଆ ଘରରେ ପ୍ରତିଦିନ ପ୍ରଥମ ପୂଜା ଆରମ୍ଭ ମାଆ ବୃନ୍ଦାବତୀଙ୍କ ପାଖରେ ହୁଏ । ଶ୍ରୀଜଗନ୍ନାଥଙ୍କର ଅତିପ୍ରିୟ ତୁଳସୀ । ତୁଳସୀ ପତ୍ର ବିନା ମହାପ୍ରଭୁ ଶ୍ରୀଜଗନ୍ନାଥ/ଶ୍ରୀହରି/ଶ୍ରୀବିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ…