Physical Address
Sai Samarpanam, Satya Vihar, Bhubaneswar
ଲେଖା: ଅମ୍ବିକା ପଟ୍ଟନାୟକ ~ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ~ ଶ୍ରୀଜଗନ୍ନାଥ ଆମ ଅସ୍ମିତାର ପ୍ରତୀକ l ତାଙ୍କ ମନ୍ଦିର ଶ୍ରୀମନ୍ଦିର, ଦାଣ୍ଡ ବଡ଼ଦାଣ୍ଡ, ପ୍ରସାଦ ମହାପ୍ରସାଦ, ବାନା ପତିତପାବନ l ଧର୍ମଶାସ୍ତ୍ର, କିମ୍ବଦନ୍ତୀ ଅନୁସାରେ ଇନ୍ଦ୍ରଦ୍ୟୁମ୍ନ ଆଦ୍ୟ ମନ୍ଦିର ନିର୍ମାତା ଥିଲେ ହେଁ ବର୍ତ୍ତମାନ ଆମେ ଯେଉଁ ଶ୍ରୀବତ୍ସ ଖଣ୍ଡାଶାଳ ପ୍ରାସାଦ ଶ୍ରୀମନ୍ଦିର ଦେଖୁଛୁ…
ଲେଖା: ଡାକ୍ତର କିଶୋର ବିଶ୍ୱଜିତ ଜେନା ରଥଯାତ୍ରା ଠାରୁ ୪ଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ ! ରଥଯାତ୍ରାରେ ଜଗନ୍ନାଥ ନିଜ ପତ୍ନୀଙ୍କୁ ଉପେକ୍ଷା କରି ନିଜର ଭାଇ ଓ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯିବାପରେ, ମହାଲକ୍ଷ୍ମୀ ରୋଷ ହୋଇ ଏହାର କାରଣ ପଚାରିବା ନିମନ୍ତେ ଏକ ସୁସଜ୍ଜିତ ପାଲିଙ୍କିରେ…
ଲେଖା: ଡାକ୍ତର କିଶୋର ବିଶ୍ୱଜିତ ଜେନା ଓଡ଼ିଆଙ୍କର ଚଳନ୍ତି ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁ, ଅଦ୍ଭୁତ ମାନବୀୟ ଲୀଳା ତାଙ୍କର ! ସ୍ନାନପୂର୍ଣ୍ଣିମାରେ ପ୍ରଭୁ ୧୦୮ ସୁବାସିତ ଗରା ଜଳରେ ସ୍ନାନମଣ୍ଡପରେ ସ୍ନାନକରି ଜ୍ବରରେ ପଡନ୍ତି ଓ ୧୫ ଦିନ ଧରି ଅଣସର ଘରେ ରହି ପ୍ରଭୁ ଗୁପ୍ତନୀତିରେ ସେବା ପାଆନ୍ତି, ସେ ମଧ୍ୟରୁ “ଫୁଲୁରିଲାଗି” ନୀତି…
ଲେଖା: ବନ୍ଧନ ଦଳାଇ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରିସିଦ୍ଧ ରଥଯାତ୍ରାର ଅନ୍ତିମପର୍ବ ହେଉଛି “ନୀଳାଦ୍ରିବିଜେ” । ଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଯାତ୍ରା ସାରି ବାହୁଡା ଦଶମୀ ଦିନ ଠାକୁର ମାନେ ଶ୍ରୀମନ୍ଦିରର ସିଂହଦ୍ୱାରକୁ ଫେରନ୍ତି ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ପରିଶେଷରେ ଠାକୁରମାନେ ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରନ୍ତି, ଏଣୁ ଏହାକୁ ‘ନୀଳାଦ୍ରି ବିଜୟ’ ବା…