Physical Address
Sai Samarpanam, Satya Vihar, Bhubaneswar
ଲେଖା: ଦେଵ ତ୍ରିପାଠୀ ତୁମ ମାଟି ଦେହ ଗ୍ରାସିଛି ଶ୍ମଶାନ, ମାତ୍ର ଯଶୋଦେହେ ତୁମେ ଆୟୁଷ୍ମାନ ।” କେତେ ବଡ଼ କଥା କହିଛନ୍ତି କବିବର ! ଗଙ୍ଗଶିଉଳି ଫୁଲ । ସଞ୍ଜରେ ଫୁଟେ, ସକାଳକୁ ଝଡ଼ିଯାଏ । କିନ୍ତୁ ରୂପରେ, ରସରେ, ବାସରେ ବିହ୍ଵଳିତ କରେ ସଭିଙ୍କୁ ! ସେ ଫୁଲର କଳ୍ପନାରେ ବି ଅନୁଭୂତ…
ଲେଖା: ଶିବାଶିଷ ମହାପାତ୍ର ପ୍ରାଚୀନ ଲୋକ ସଂସ୍କୃତି ଏବଂ ପରମ୍ପରାର ଗନ୍ତାଘର ପଶ୍ଚିମ ଓଡ଼ିଶା । ଏହି ପଶ୍ଚିମ ଓଡ଼ିଶାର ଗଣପର୍ବ ହେଉଛି ନୂଆଖାଇ । ତଥାପି କାହିଁ କେତେ ଦିନୁ ଏଠାରେ ପାଳିତ ହୋଇଥାଏ ଧନୁଯାତ୍ରା, ଶୀତଳଷଷ୍ଠୀ, ଶୁଲିଆ ଯାତ୍ରା ତଥା ବଳିଯାତ୍ରା । ଏ ସବୁ ଯାତ୍ରା ପ୍ରାୟ ସବୁ ସ୍ଥାନରେ ହୋଇଥାଏ…
ଲେଖା: ନିରଞ୍ଜନ ସାହୁ ସୁରେନ୍ଦ୍ର ସାଏ ଇଂରେଜ ବିରୋଧୀ ବିଦ୍ରୋହ ଘୋଷଣା କରି ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଲଢ଼ିଥିଲେ। ତାଙ୍କର ବିଦ୍ରୋହକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ। ପ୍ରଥମ ପର୍ଯ୍ୟାୟ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ୧୮୫୭ ରେ ଆରମ୍ଭ ହୋଇ ୧୮୬୪ରେ ପରିସମାପ୍ତ ହୋଇଥିଲା। ଏହି ସମୟରେ…
ଲେଖା: ଦେଵ ତ୍ରିପାଠୀ ସମ୍ବଲପୁର ଠାରୁ ପ୍ରାୟ ୪୦କି.ମି. ଦୂର ଏଲଏଣ୍ଡଟି ରୋଡ଼ ପାର୍ଶ୍ଵରେ ବୃକ୍ଷରାଜି ପରିବେଷ୍ଟିତ ଛୋଟ ଗାଁ ଖିଣ୍ଡା । ସମୟର ସ୍ତିମିତ ଗୋଧୂଳିରେ ପାଣ୍ଡୁର ଦୃଶ୍ୟପଟ ପରି ଗାଁ ଖିଣ୍ଡା । ସହରୀ କୋଳାହଳର ନିରାପଦ ଦୂରତାରେ ସଭ୍ୟତାର ଆଲୋକକୁ ପଛ କରି କାହିଁ କେଉଁ କାଳୁ ଆକାଶମୁହାଁ ହୋଇ ଠିଆ…