Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
By: Shibashish Mahapatra ~ Palaces of Western Odisha ~ A Palace is the residence of the royal or the home to a state head. The Odisha state was once home to fifty or more Gadajata Rajyas or Feudatory States. These…
ଲେଖା: ଦେଵ ତ୍ରିପାଠୀ ଭାଇ ପାଇଁ ତପସ୍ୟା – ଭାଇଜିଉଁତିଆ ! ଚମ୍ପାବତୀ ନଗରୀର ମହାମନ୍ତ୍ରୀ ବୀରସେନ ଓ କମଳାଙ୍କ ପୁତ୍ର ମଦନସୁନ୍ଦର ଏକଦା ଘୋଡାଚଢି ଫେରୁଥିବା ସମୟେ ତୃଷାତୁର ହୋଇ ଜଳପାନ ଆଶାରେ ରାଜଉଦ୍ୟାନରେ ପହଞ୍ଚିଲେ । ଉଦ୍ୟାନସ୍ଥ ପୋଖରୀ କୂଳରେ ରାଜଜେମା ବସି ଫୁଲ ଗୁନ୍ଥୁଥିବା ରାଜଜେମା ଅରୁଣାଙ୍କୁ ଦେଖି ମନ୍ତ୍ରୀପୁଅଙ୍କ ମନେ…
ଲେଖା: ନିରଞ୍ଜନ ସାହୁ ଚନ୍ଦ୍ରଶେଖର ବେହେରା ଥିଲେ ସମ୍ବଲପୁରରେ ଜାତୀୟ ଆନ୍ଦୋଳନର ଆଦିନେତା। ଓଡ଼ିଶା ତଥା ଓଡିଆ ଜାତିର ସମୂହ କଲ୍ୟାଣ ନିମନ୍ତେ ଯେଉଁ କେତେଜଣ ବୀରପୁରୁଷ ଆଜୀବନ ସଙ୍ଗ୍ରାମ କରି ସ୍ମରଣୀୟ ହୋଇ ଅଛନ୍ତି, ସେମାନଙ୍କ ମଧ୍ୟରେ ସେ ଥିଲେ ଅନନ୍ୟ। ସର୍ବଭାରତୀୟ ଭାବନାରେ ଉଦବୁଦ୍ଧ ହୋଇ ଆଞ୍ଚଳିକ ମନୋଭାବ ଛାଡ଼ି ଉତ୍କଳ ସମ୍ମିଳନୀକୁ…
By: Shibashish Mahapatra Heritage Buildings Of Sonepur Princely State. The present Subarnapur town is regarded as one of the oldest cities in Odisha. The chronological history of Subarnapur district can be dated from 8th century AD, when it was known…
ଲେଖା: ସୁଶାନ୍ତ ସାହୁ ତିବ୍ବତୀୟ ଲାମା ତାରାନାଥ ପାଗ୍ ସାମ୍ ଜୋନ୍ ଜାଙ୍ଗ୍ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି ଯେ, ତାନ୍ତ୍ରିକ ବୌଦ୍ଧଧର୍ମ ସର୍ବପ୍ରଥମେ ଉଡ୍ଡୀୟାନ ନାମକ ସ୍ଥାନରେ ବିକଶିତ ହୋଇଥିଲା। ଉଡ୍ଡୀୟାନକୁ ଐତିହାସିକମାନେ ଆଧୁନିକ ଓଡି଼ଶା ବୋଲି ଚିହ୍ନିତ କରିଛନ୍ତି। ଖ୍ରୀଷ୍ଟୀୟ ୭ମ ଶତାବ୍ଦୀର ଶେଷ ବେଳକୁ ବୌଦ୍ଧତନ୍ତ୍ରର ତିନୋଟି ପଦ୍ଧତି ଯଥା : ବଜ୍ରଯାନ,…
ଲେଖା: ନିରଞ୍ଜନ ସାହୁ ୧୯୦୩ ମସିହାର ଡିସେମ୍ବର ମାସ ତିରିଶ ଓ ଏକତ୍ରିଶ ତାରିଖ । କଟକ ସହରର ଇଦଗାପଡ଼ିଆ ଲୋକାରଣ୍ୟ । କ୍ଷୁଦ୍ରତର ହୋଇ ଯାଇଥିବା ଓଡ଼ିଶା ଭୂଖଣ୍ଡର କୋଣ ଅନୁକୋଣରୁ ଆସିଥିବା ରାଜା, ଜମିଦାର, ପ୍ରତିନିଧି ମଣ୍ଡଳୀ, ସାହିତ୍ୟରଥୀ, ଜାତୀୟତାବାଦୀ ଓ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମ୍ମିଳିତ । ସମସ୍ତ ଆୟୋଜନ…
ଲେଖା: ଦେଵ ତ୍ରିପାଠୀ ସମ୍ବଲପୁରଠାରୁ ୨୮କି.ମି. ଦକ୍ଷିଣରେ ଚିରପ୍ରବାହମାନ ମହାନଦୀ କୂଳର ଐତିହାସିକ ହୁମା ଗ୍ରାମରେ ଘଟଣାପ୍ରବାହର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ହୋଇରହିଛି ବିଶ୍ୱର ଏକମାତ୍ର ବକ୍ର ତଥା ଜିଲ୍ଲାର ଅନ୍ୟତମ ଅଷ୍ଟଶମ୍ଭୁ ବାବା ବିମଳେଶ୍ୱର ମହାଦେବଙ୍କ ମନ୍ଦିର I ୧୫ ମିଟର ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରଟି ଉତ୍ତର ପଶ୍ଚିମ ଦିଗକୁ ୪୧.୬ଂ ଢଳିଯାଇଥିବା…
ଓଡ଼ିଶାରେ ଲୋକନାଟ୍ୟ, ନୃତ୍ୟ ପରମ୍ପରା ବହୁ ପୁରାତନ ଓ ପାରମ୍ପରିକ ଅଟେ।ଆମ ରାଜ୍ୟର ସଂସ୍କୃତି, କଳା ଓ ଧର୍ମଧାରଣାର ଏହା ଏକ ସମନ୍ୱିତ ରୂପବିଭବ। ସହସ୍ରାଧିକ ଲୋକମାନଙ୍କର ମନୋରଞ୍ଜନ ନିମନ୍ତେ ଉଦ୍ଦିଷ୍ଟ। ଗ୍ରାମବହୁଳ ଓଡ଼ିଶାର ଜୀବନଯାତ୍ରା ସହ ଜଡ଼ିତ ମେଳା ମହୋତ୍ସବ ମାନଙ୍କରେ ସାମୟିକ ଆନନ୍ଦ ପାଇଁ ଏହି ଲୋକନୃତ୍ୟ ମାନ ଅନୁଷ୍ଠିତ ହୋଇଥାଏ . .
ଲେଖା: ଦେଵ ତ୍ରିପାଠୀ ଥିଲେ ଜଣେ ମଠମହନ୍ତ । ସେ ମଠର ବହଳ ଚାରିକାନ୍ଥ ଭେଦି ତାଙ୍କ ମନପ୍ରାଣକୁ ଭେଦୁଥିଲା ବିକଳ ଡାକ ! ସେଇ ମାଟିର ଡ଼ାକ, ମାଟିମା’ର ଡାକ ! ତାଙ୍କ କାନରେ ବାଜୁଥିଲା ଭାଷାଜନନୀର ବିକଳ କାନ୍ଦଣା । ବିଦେଶୀ ହିନ୍ଦୀଭାଷାର ପ୍ରଚଣ୍ଡ ଆଘାତରେ କ୍ଷତାକ୍ତ ଜନନୀର ଯନ୍ତ୍ରଣାକୁ ଅନୁଭବ କରୁଥିଲେ…
ଲେଖା: ନିରଞ୍ଜନ ସାହୁ “ମହତ ଛାମୁରେ ପ୍ରାର୍ଥନା କରିବା ପ୍ରଶଂସ୍ୟ ଅଟଇ ସଦା, ଫଳ ଲାଭ ପଛେ ନହେଲେ ନହେବ ନୀଚେ ନ ଯାଚିବ କଥା । ମୋହ ଲାଗି କେତେ ଯତନ କରୁଛି ଆହା ମୋ ଧରଣୀଧର, ତୋତେ ଘେନି ମୁହିଁ ପୁତ୍ରବତୀ ଏକା ତୁହି ମୋ ଯୋଗ୍ୟ କୁମର ।” ଏହା ଥିଲା…