Physical Address
Sai Samarpanam, Satya Vihar, Bhubaneswar

ଲେଖା: ନୟାଗଡ଼ ଇତିହାସ ~ ନୟାଗଡ଼ ସହର (ନିଜିଗଡ଼) ସ୍ଥାପନ ତଥ୍ୟ ~ ବ୍ରିଟିଶ ଲେଖକ ହଣ୍ଟର ସାହେବଙ୍କ ଲିଖିତ ପୁସ୍ତକ “ଓଡିଶା ଗଡ଼ଜାତ ଇତିହାସ” ଏବଂ ଶ୍ରୀ କୈଳାଶ ଚନ୍ଦ୍ର ପାଣିଗ୍ରାହୀଙ୍କ “ନୟାଗଡ଼ ଇତିହାସ” ପୁସ୍ତକରେ ଆଜିର ନୟାଗଡ଼ ସହର, ଯାହାର ଅନ୍ୟ ନାମ “ନିଜିଗଡ଼” ଅର୍ଥାତ ରାଜା ନିଜେ ଏଠି ରହୁଥିବାରୁ ଏହାର ଅନ୍ୟନାମ…

ଲେଖା: ନିରଞ୍ଜନ ସାହୁ ଗଡ଼ଜାତ ରାଜ୍ୟରେ ଭାରତଛାଡ଼ ଆନ୍ଦୋଳନ ଏକ ଭୟାବହ ରୂପ ଧାରଣ କରିଥିବା ରାଜ୍ୟମାନଙ୍କ ମଧ୍ୟରୁ ନୟାଗଡ଼ ଥିଲା ଅନ୍ୟତମ । ସେହିଠାରେ ମାତୃଭୂମିର ମୁକ୍ତି ପାଇଁ ସଂଗ୍ରାମର ଯୂପକାଠିରେ ଚାରିଜଣ ପ୍ରାଣବଳି ଦେଇଥିଲେ । ତନ୍ମଧ୍ୟରୁ ଜଣେ ପୋଲିସ ଗୁଳିରେ ନିହତ ହୋଇଥିବା ବେଳେ ଅନ୍ୟ ତିନିଜଣ ପୋଲିସ ଅତ୍ୟାଚାରରେ ମୃତ୍ୟୁ…

ଲେଖା: ଦେଵ ତ୍ରିପାଠୀ ସବୁଜ ଅରଣ୍ୟାନି ପରିବେଷ୍ଟିତ, ଚିର ପ୍ରବାହମାନ ମହାନଦୀର ତଟଦେଶରେ ଅବସ୍ଥିତ ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଏକ ପ୍ରାଚୀନ ପର୍ଯ୍ୟଟନପୀଠ ଭାବେ ଯେପରି ବହୁଜନ ଜ୍ଞାତ, କଂସାବାସନ ତିଆରି ଓ ବ୍ୟବସାୟ କ୍ଷେତ୍ରରେ ଓଡ଼ିଶା ତଥା ଓଡ଼ିଶା ବାହାରେ ଅନୁରୂପ ଭାବେ ପରିଚିତ, ପ୍ରସିଦ୍ଧ । ଦିନ ଥିଲା ଶ୍ରୀମନ୍ଦିରର ନୀଳଚକ୍ର ଠାରୁ…

ଲେଖା: ଦେଵ ତ୍ରିପାଠୀ ଭୁବନେଶ୍ୱରରୁ କଣ୍ଟିଲୋ ଯିବା ରାସ୍ତାରେ ପଡ଼େ ଧଳାପଥର ବୋଲି ଗାଁଟିଏ । ଶାନ୍ତ ସୁଧାର ଗାଁଟି ଦିନେ ଥିଲା ଏକ ଅପୂର୍ବ ସୂକ୍ଷ୍ମକଳାର ଏନ୍ତୁଡ଼ିଶାଳ । ସେ କଳା ଫୁଟିଉଠୁଥିଲା ଘରର ଦୁଆର ଝରକାରେ ଝୁଲୁଥିବା ସୁଦୃଶ୍ୟ ପର୍ଦ୍ଦା କିମ୍ବା ଓଡିଆଙ୍କ ପ୍ରିୟ ପରିଧାନ ଲୁଙ୍ଗିଗାମୁଛାରେ । ତନ୍ତକୁ ଜୀବିକା ଭାବରେ…

ଲେଖା: ଦେଵ ତ୍ରିପାଠୀ ଆସନ୍ତୁ ବୁଲିଯିବା ଶ୍ରୀକ୍ଷେତ୍ର ! ଏ ଏକ ସିଦ୍ଧପୀଠ ! ଏ ବିଶ୍ୱର ଏକ ବିରଳ ପୀଠ ଯେଉଁଠି ଦାରୁ ବିଗ୍ରହ ରୂପେ ପୂଜିତ ମହାପ୍ରଭୁ ଶ୍ରୀରାମଚନ୍ଦ୍ର, ଶ୍ରୀଲକ୍ଷ୍ମଣ, ଜଗଦ୍ଧାତ୍ରୀ ଦେବୀ ସୀତା ତଥା ମହାବୀର ଶ୍ରୀହନୁମାନ ! ଏ ପୀଠ ଶ୍ରୀରାମଚନ୍ଦ୍ରଙ୍କ ଶ୍ରୀକ୍ଷେତ୍ର ! ରଘୁନାଥଜୀଉ ପୀଠ ! ଏଠାରେ…

ଲେଖା: ଦେଵ ତ୍ରିପାଠୀ ଆମ ଓଡ଼ିଆଙ୍କ ଖାଇବା ଇ ନିଆରା ! ସେ ଟଙ୍କିକିଆ ଚାଉଳର ଭାତ ହେଉ କି ୩୦୦ଟଙ୍କିଆ ବାସୁମତୀ ଚାଉଳର ଭାତ ଖାଉ, ମହାପ୍ରସାଦ ହେଉ ଅବା ରେଷ୍ଟୁରାଣ୍ଟର ଭୋଜନ ହେଉ ଓଡ଼ିଆ ଖାଇବା ଶେଷକୁ ଲୋଡ଼େ ମିଠା ଟିକିଏ ! ମିଠା ନ ଥିଲେ ଓଡ଼ିଆର ରଜାଘର ଖାନା ବେକାର…