Physical Address
Sai Samarpanam, Satya Vihar, Bhubaneswar
ଲେଖା: ଶ୍ରୀକାନ୍ତ ସିଂହ ~ ପୂର୍ଵକଚ୍ଛର ଲକ୍ଷ୍ମୀନୃସିଂହ ମନ୍ଦିର ~ ପଞ୍ଚଦଶ ଶତାବ୍ଦୀର ଶେଷ ଭାଗ । ସୂର୍ଯ୍ୟବଂଶୀ ସମ୍ରାଟ #ପୁରୁଷୋତ୍ତମ_ଦେବ ମହାନଦୀର ଉତ୍ତର ତୀରବର୍ତ୍ତୀ ଅଞ୍ଚଳରେ ‘ଛଅଶହ ଭାଗ’ ଶାସନ ଓ ବହୁ ଜନବସତି ବସାଇଥିଲେ । ପ୍ରଜାମାନଙ୍କ ହିତ ପାଇଁ ଯେପରି ସେ ଏହି ଜନବସତି ଗୁଡ଼ିକରେ ଅଗଣିତ ପୁଷ୍କରିଣୀ ଖୋଳାଇଥିଲେ ଆଧ୍ୟାତ୍ମିକ…