Tag Kakatpur

ଭୋଗଦବିନାୟକ

ଲେଖା: ଜ୍ୟୋତିପ୍ରକାଶ ସତ୍ୟକାମ ଦାଶ ~ ଭୋଗଦବିନାୟକ ପୀଠ ~  ପ୍ରାଚୀ ଅବବାହିକାରେ କେତେ ଯେ ଦେବଦେବୀ ପୀଠ ରହିଛି ତାର କଳନା ନାହିଁ। ପୁଣ୍ୟତୋୟା ପ୍ରାଚୀ ଯେ ଖାଲି ଗିରିସୂତା ପରାଶକ୍ତି ବା ମହାଦେବ ଅଥବା ମାଧବ ଉପାସନାର କେନ୍ଦ୍ର ନଥିଲା। ଅପିତୁ ଗାଣପତ୍ଯ ଉପାସନାର ମଧ୍ଯ ମହାନ କେନ୍ଦ୍ର ଥିଲା। ଏଥିମଧ୍ୟରୁ ଅନ୍ଯତମ…