Tag DhiraSamanta

ବଣିଆପଡ଼ାର ଧୀରସାମନ୍ତ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଢେଙ୍କାନାଳର କଥା: ବଣିଆପଡ଼ାର ଧୀରସାମନ୍ତ ~ ଢେଙ୍କାନାଳରେ କରମୂଳ ଅଞ୍ଚଳରେ “ଦା” ଯୁକ୍ତ ଛଅଗୋଟି ଗାଆଁ ରହିଛି । ସେଗୁଡି଼କ ହେଲା, ଏଣଦା, କୁଶିଦା, ବରଦା, ଝାରଦା, ଆଙ୍କୁର୍ଦା ଓ କୋକୀଦା । ଢେଙ୍କାନାଳ ନିଵାସୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କ “ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି”…