Tag Cuttack

ଯାତ୍ରାପୋଷାକର ଗାଁ

ଲେଖା: ଦେଵ ତ୍ରିପାଠୀ ନିହାତି ପିଲାଦିନର କଥା । ଗାଁକୁ କେବେ ଯାତ୍ରା ଆସିଲେ ଘରେ ଘରେ ବନ୍ଧୁବାନ୍ଧବ ପହଞ୍ଚିଯା’ନ୍ତି । ଆମେ ପିଲାମାନେ ଖରାବେଳୁ ସଞ୍ଜ ନଇଁବା ଯାଏଁ ମାତିଯାଉ ବେଲୁନ ଆଉ କଣ୍ଢେଇ କିଣିବାରେ । ସଞ୍ଜ ନଇଁଗଲେ ସପମଶିଣା, ଚଟେଇ ଖଣ୍ଡେ କାଖରେ ଜାକି ଧାଇଁ ଯାଉ ଯାତ୍ରାପଡିଆକୁ, ପରିବାର ଲୋକ…

ଦାତନ୍ ସାହିଵ୍ ଗୁରୁଦ୍ଵାର

ଲେଖା: ଦେଵ ତ୍ରିପାଠୀ ୧୫୦୬ ମସିହା, ଯୋଵ୍ରା, କଟକ । ଉତ୍ତର ଭାରତର ଅଗଣିତ ତୀର୍ଥ ସ୍ଥାନ ସମେତ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ସାରି ସନ୍ଥ ଜଣେ ଫେରନ୍ତା ବାଟରେ ଦଣ୍ଡେ ଅଟକିଗଲେ ମହାନଦୀ କୂଳରେ !  ଫୁଲେଇ ମହାନଦୀ ଆଉ ନଦୀଗର୍ଭର ପଠାରେ କାଶତଣ୍ଡୀ ଜଙ୍ଗଲ ସହିତ କଟକର ମାଟି, ଆକାଶ, ନଦୀ ଓ…

ମହାପୁରୁଷ ଅଚ୍ୟୁତାନନ୍ଦ

ଲେଖା: ଦେଵ ତ୍ରିପାଠୀ ଭବିଷ୍ୟବାଣୀ କ୍ଷେତ୍ରରେ ନଷ୍ଟ୍ରାଡମସଙ୍କ ସ୍ଥାନ ବହୁ ଉଚ୍ଚରେ, ତାଙ୍କର ବାଣୀ ମାନ ବହୁସଂଖ୍ୟାରେ ସତ୍ୟ ପ୍ରମାଣିତ ହେବାର ପ୍ରବାଦ ଅଛି । ସେହିପରି ଆମ ରାଜ୍ୟରେ କଥାକଥାରେ ଦୃଷ୍ଟାନ୍ତ ଦିଆଯାଏ ମାଳିକାର । ସେହି ମାଳିକାର ସ୍ରଷ୍ଟା ଭାବେ ଦେବାଂଶୀ ସନ୍ଥ, ସିଦ୍ଧପୁରୁଷ ଅଚ୍ୟୁତାନନ୍ଦଙ୍କ ନାମ ସୁବିଦିତ । ଓଡ଼ିଆ ସାହିତ୍ୟ…

ଅମରେଶ୍ୱର ମନ୍ଦିର

ଲେଖା: ଦେଵ ତ୍ରିପାଠୀ ଶକ୍ତି ଓ ଶିବଙ୍କର ଅପୂର୍ବ ମହାର୍ଘକ୍ଷେତ୍ର କଟକ ନଗରର ମଧ୍ୟସ୍ଥଳରେ ରହିଛି ବହୁ ପ୍ରାଚୀନ ଶୈବପୀଠ ଅମରେଶ୍ୱର ମନ୍ଦିର । ମନ୍ଦିରର ଅପରୂପ ସ୍ଥାପତ୍ୟ, ନିର୍ମାଣଶୈଳୀ ଓ ପରିପାଟିରୁ ଏହା ୧୨୦୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ସମୟର ପ୍ରାଚୀନ ବୋଲି ଅନୁମାନ କରାଯାଏ । ବହୁ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱର ଅଧିକାରୀ ସତ୍ତ୍ଵେ…

ରାଜ୍ୟର ପ୍ରାଚୀନ ଗଣପତିପୀଠ

ଲେଖା: ଦେଵ ତ୍ରିପାଠୀ ଚଣ୍ଡୀମାତା, ଧବଳେଶ୍ଵର, ସିଦ୍ଧେଶ୍ୱର, ସର୍ପେଶ୍ୱର, ଅମରେଶ୍ୱର, ଗଡ଼ଗଡେଶ୍ୱର ପରି ବହୁବିଦିତ ପ୍ରାଚୀନ ମନ୍ଦିରଗୁଡିକ ପାଇଁ ଖ୍ୟାତିମାନ୍ ମହାନଗର କଟକରେ ମଧ୍ୟ ରହିଛି କେତୋଟି ପ୍ରାଚୀନ ଗଣେଶ ମନ୍ଦିର, ତନ୍ମଧ୍ୟରୁ କେଉଁଟି ମୋଗଲ ଓ ମରହଟ୍ଟା ସମୟର, ତ କେଉଁଟି କଳାମୁଗୁନି ପଥରର, ଆଉ କେଉଁଟି ଶଙ୍ଖମର୍ମର, ପୁଣି କେଉଁଟି ଅତ୍ୟନ୍ତ ବିରଳ…

ସିଂହନାଥ

ଲେଖା: ଦେଵ ତ୍ରିପାଠୀ ଇଏ ବୋଧହୁଏ ବିଶ୍ୱର ଏକମାତ୍ର ସ୍ଥାନ ଯେଉଁଠି ମହାପ୍ରଭୁ ଶ୍ରୀରାମ, ମା’ ସୀତା ଏବଂ ମହାବୀର ଲକ୍ଷ୍ମଣଙ୍କ ଦ୍ଵାରା ତିନୋଟି ଶିବଲିଙ୍ଗ ସ୍ଥାପନା ହେବାର ଜନଶ୍ରୁତି ରହିଛି ।  କଟକରୁ ନରସିଂହପୁର ଯିବା ରାସ୍ତାରେ ବୈଦେଶ୍ୱର ନିକଟରେ ରହିଛି ଏହି ରାମନାଥ, ବୈଦ୍ୟନାଥ ଓ ସିଂହନାଥ ଶିବମନ୍ଦିର । ପ୍ରଭୁ ରାମଚନ୍ଦ୍ରଙ୍କ…

ଗଡଗଡେଶ୍ୱର ମନ୍ଦିର

ଲେଖା: ଦେଵ ତ୍ରିପାଠୀ ୧୧୮୦ ଖ୍ରୀଷ୍ଟାବ୍ଦ ପାଖାପାଖି କୌଣସି ସମୟ ।  ମହାରାଜା ଦ୍ଵିତୀୟ ଅନଙ୍ଗଭୀମ ଦେଵ ଚଉଦ୍ଵାର ରାଜବାଟୀରୁ ମହାନଦୀ ପାର ହୋଇ ଆସି ପହଞ୍ଚିଲେ ସେଠାରେ । ସେ ସ୍ଥାନଟିର କି ଅଜଣା ଆକର୍ଷଣ ଓ ମାହାତ୍ମ୍ୟ ସେ ଅନୁଭବ କଲେ, କ୍ଷଣିକେ ଯୋଜନା କରିଥିଲେ ସେଠାରେ ଗଡ଼ଟିଏ ପ୍ରତିଷ୍ଠା କରିବା ପାଇଁ…

ଫୁଟାଡଙ୍ଗାର ନାଉରୀ

ଲେଖା: ଓଁ ଅଭିଜ୍ଞାନ ସାହୁ ଫୁଟାଡଙ୍ଗାର ନାଉରୀ ! ଫତୁରାନନ୍ଦଙ୍କ ଭଳି ଏକ ବିରାଟ କ୍ୟାନଭାସ୍ କୁ ଅଳ୍ପରେ ଆଙ୍କିବାକୁ ଚେଷ୍ଟା କରିବା ହୁଏତ ମୋ ପକ୍ଷରେ ଧୃଷ୍ଟତା ହୋଇପାରେ । ଚେଷ୍ଟା କରୁଛି ଅଳ୍ପରେ ତାଙ୍କ ପ୍ରତି ଥିବା ମୋର ପ୍ରଗାଢ ଭକ୍ତି ଓ ଭଲ ପାଇବାକୁ ଚିତ୍ରଣ କରିବା ପାଇଁ । ଆଧୁନିକ…

ବାରବାଟୀ ରାଫେଲ

ଲେଖା: ଶଶାଙ୍କ ତରାଇ କିଛି ଇତିହାସ ଏମିତି ରଚାଯାଇଛି ଯାହା ଆଜି ଯାଏଁ ଜୀବିତ, ତାହାରି ଭିତରୁ ଗୋଟିଏ ଇତିହାସ ହେଉଛି କଟକ ବାରବାଟୀ ଷ୍ଟାଡିୟମର ଇତିହାସ । ତେବେ ଏଥିରେ କଣ ଇତିହାସ ଅଛି ? ବାରବାଟୀ ଷ୍ଟାଡିୟମ୍’କୁ ତ ସମସ୍ତ ଜାଣନ୍ତି ଏବଂ ତାହାରି ପାଇଁ ଓଡ଼ିଶାରେ କଟକ କ୍ରୀଡା ରାଜଧାନୀ ହୋଇଥିଲା…